#Breaking News

ଗଁଦିଆ ବ୍ଲକ ରେ ଅନ୍ତର୍ଜାତୀୟ ଭିର୍ଣକ୍ଷମ ଦିବସ ପାଳିତ

ଢେଙ୍କାନାଳ(ଉଲାପ୍ର) ଗଁଦିଆ ବ୍ଲକ ଅନ୍ତର୍ଗତ ଲାଉକେଇ ଠାରେ ପ୍ରିୟ ସ୍ୱାସ୍ଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଭିର୍ଣକ୍ଷମ ଦିବସ ପାଳିତ ହୋଇଯାଇଛି । ଉକ୍ତ ଦିବସରେ 4 ଜଣଙ୍କୁ ବ୍ୟାଟେରୀ ଚଳିତ ଗାଡ଼ି,16 ଜଣଙ୍କୁ ତିନିଚାକିଆ ସାଇକେଲ, 13 ଜଣଙ୍କୁ ହୁଇଲଚେୟାର, 1 ଜଣଙ୍କୁ ବ୍ରେଲି, 6 ଜଣଙ୍କୁ ଆଶାବାଡି,18 ଜଣଙ୍କୁ ଫିଜିଓ କିଟ,15 ଜଣଙ୍କୁ ନିରାମୟ ସ୍ୱାସ୍ଥ୍ୟ ବୀମା କାଡ଼,9 ଜଣଙ୍କୁ ଜୋତା ପ୍ରଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା କର୍ମୀ ଶୁଭେନ୍ଦୁ ଖୁଣ୍ଟିଆ, ଗଁଦିଆ ଅତିରିକ୍ତ ତହସିଲଦାର ଗିଟୁ ବେହେରା,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ୟାମ ସୁନ୍ଦର ସେଠି ପ୍ରମୁଖ ଉପସ୍ଥିତ ଥିଲେ ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *