ବିନା ହେଲମେଟ ରେ ଯିବା ପଡିଲା ମହଙ୍ଗା,…

Udaya_Labanya | December 27, 2020 | 0

ରାୟଗଡା, ଟ୍ରାଫିକ ଯାଂଚ ବେଳେ ହେଲମେଟ ନ ପିନ୍ଧି ଥିବାରୁ ବିଚରାସ୍ତାରେ ରାୟଗଡା ପୁଲିସର ଥାର୍ଡ ଡିଗ୍ରୀ । ତଳ ଶାଙ୍କେଶ ଗାଁର ରାହୁଲ ହିମିରିକା (18) ଓ କିଷାନ କୋଲକା (17) ନାମକ ଦୁଇ ଯୁବକ ବାଇକ ଯୋଗେ ମା ମଝିଘରିଆଣୀ ମନ୍ଦିର ଅଭିମୁଖେ ଯାଉଥିବା ସମୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ହେଲମେଟ ଯାଞ୍ଚ ସମୟରେ ହେଲମେଟ ପିନ୍ଧି ନ ଥିବାରୁ ପୋଲିସ ଗାଡି ଅଟକାଇ ଥିଲେ। ଗାଡ଼ିରୁ […]

ବଡମ୍ବା ବ୍ଲକ ପରିସରରେ ଛଅ ଦଫା ଦାବି…

Udaya_Labanya | October 5, 2020 | 0

. ବଡମ୍ବା(ଉଲାପ୍ର) ବଡମ୍ବା ବ୍ଲକ ପରିସରରେ ସାମାଜିକ କର୍ମୀ ଚିନ୍ମୟ ପଟ୍ଟନାୟକଙ୍କ ନେତୃତ୍ୱରେ ଛଅ ଦଫା ଦାବିନେଇ ଗଣଧାରଣା ଆରମ୍ଭ କରାଯାଇଛି. ଏଥିରେ ବଡମ୍ବା ବ୍ଲକର ଶତାଧିକ ବ୍ୟକ୍ତି ଯୋଗଦାନ କରିଛନ୍ତି, ଗଣଧାରଣାକୁ ବଡମ୍ବା ବ୍ଲକର ଯୁବ କଂଗ୍ରେସ ର କର୍ମକର୍ତ୍ତା ଯୋଗଦାନ କରି ଏହି ଗଣଧାରଣାକୁ ସମର୍ଥନ ଜଣାଇଥିଲେ. କୋରାନା ର ଭୟା ଭୟତାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଏହି ଗଣଧାରଣା କାର୍ଯ୍ୟକ୍ରମ […]

କ୍ରେନ ମାଡ଼ିଗଲା ମହିଳାଙ୍କ ଉପରେ,ମହିଳା ମୃତ,ଘରେ ପସିଗଲା…

Udaya_Labanya | July 28, 2020 | 0

ଆଠଗଡ(ଉଲାପ୍ର)ଆଜି ସକାଳୁ ଆଠଗଡ ସହର ହାଉସିଂ ବୋର୍ଡ ଛକର ବୁଲାଣି ଉପରେ ରାସ୍ତା ପାରି ହେଉଥିବା ଜଣେ ମହିଳାଙ୍କ ଉପରେ କ୍ରେନ ଚଢିଯିବାରୁ ଘଟଣା ସ୍ଥଳରେ ମହିଳାଙ୍କର ମୃତୁ ଘଟିଛି,ମୃତ ମହିଳା ହେଲେ ରାଧାଗୋବିନ୍ଦପୁର ଗ୍ରାମର ସୁଷମା ସାହୁ,ସେ ଆଜି ଭୋରରୁ ରାସ୍ତା ପାରି ହୋଇ ଫୁଲ ତୋଳିବାକୁ ଯାଉଥିବା ସମୟରେ ରାସ୍ତାରେ ଏପଟ ସେପଟ ହେବା ଯୋଗୁ କ୍ରେନ ଟି ତାଙ୍କ ଉପରେ ଚଢ଼ି ଯାଇ ବିଜେପି ନେତ୍ରୀ ସଂଯୁକ୍ତା […]

୧୦ ଚକିଆ ଟ୍ରକ ଚଢିଯିବାରୁ ଯୁବ ଅଧ୍ୟାପକଙ୍କ…

Udaya_Labanya | July 18, 2020 | 0

ଆଠଗଡ,(ଉଲାପ୍ର)ଆଠଗଡ ସହରର ତାଳ ଖମା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଅଧ୍ୟାପକ ଙ୍କ ଚାଲିଯାଇଛି ଜୀବନ, ୧୦ ଚକିଆ ମାଲ ବୋଝେଇ ଟ୍ରକ ମୋଟର ସାଇକେଲ ଆରୋହୀଙ୍କ ଉପରେ ଚଢି ଯିବା ସହିତ ରାସ୍ତା କଡରେ ଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟକୁ ବାଡେଇବାରୁ ମୋଟର ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟ ଘଟିଛି।ମୃତକ ହେଲେ ତାଳଖମା ଗ୍ରାମର ଗୈରାଙ୍ଗ ଜେନାଙ୍କ ପୁଅ ପ୍ରିୟବ୍ରତ ଜେନା। ପ୍ରିୟବ୍ରତ ଜେନା […]

ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା ନୂଆ ଟ୍ୱିଷ୍ଟ…

admin | July 9, 2020 | 0

ଭୁବନେଶ୍ୱର: (ଉ ଲା ପ୍ର ) ଗୁରୁବାର ଦିନ ସମାଜସେବୀ ଆଦିତ୍ୟ ଦାଶଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ପ୍ରେରଣାଦାୟୀ ବକ୍ତାଙ୍କ ମୁଣ୍ଡରେ ସାଂଘାତିକ ଆଘାତ ଲାଗିଛି ଯାହା ମୃତ୍ୟୁ ଘଟିଛି। ଭୁବନେଶ୍ୱର GRP ତାଙ୍କର ରହସ୍ୟମୟ ମୃତ୍ୟୁ ଘଟଣାରେ ହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି। ତାଙ୍କ ମୃତ୍ୟୁ ପଛରେ ହତ୍ୟା ଅଭିଯୋଗ କରି ଆଦିତ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ପରୋପକାରୀ ସଂସ୍ଥା ପିପୁଲ୍ ଫର୍ ସେବା ସଦସ୍ୟ ଭୁବନେଶ୍ୱର […]

ଯୁବତୀଙ୍କୁ ୫ମାସ ଧରି ଦୁଷ୍କର୍ମ; ଅଭିଯୁକ୍ତ ଅଟକ

admin | February 21, 2020 | 0

ମୁରିବାହାଲ: ଜଣେ ଯୁବତୀଙ୍କୁ ୫ମାସ ଧରି ଦୁଷ୍କର୍ମ କରାଯିବା ଘଟଣାରେ ମୁରିବାହାଲ ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି। ପୀଡ଼ିତା ଏବେ ୩ ମାସର ଅନ୍ତଃସ୍ବତ୍ୱା ଅଛନ୍ତି। ମୁରିବାହାଲ ଥାନା ଅଞ୍ଚଳର ଯୁବତୀ ଜଣକ ମେଣ୍ଢା ଚରାଇବା ପାଇଁ ବାହାରକୁ ଯାଇଥାନ୍ତି । ଏହାର ସୁଯୋଗ ନେଇ ତାଙ୍କ ଗ୍ରାମର ଜଣେ ଯୁବକ ଗତ ଅକ୍ଟୋବରରେ ତାଙ୍କୁ ଧମକ ଚମକ ଦେଇ ଦୁଷ୍କର୍ମ କରିଥିଲା। ଏ କଥା କାହାକୁ କହିଲେ ତୁମ ପରିବାର […]

ଚରିତ୍ରକୁ ସନ୍ଦେହ କରି ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ…

admin | February 10, 2020 | 0

ନୀଳଗିରି : ବାଲେଶ୍ଵର ଜିଲା ନୀଳଗିରି ବ୍ଲକର ମାଟିଆଳି ପଞ୍ଚାୟତର ଗୋବିନ୍ଦପୁରା ଗ୍ରାମରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି।  ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟିପିଟି ମାରିଦେଇଥିବା ଜଣାପଡିଛି। ମୃତକ ହେଲେ ରବିନ୍ଦ୍ର ସିଂଙ୍କ ସ୍ତ୍ରୀ ସୋମବାରୀ ସିଂ। ଖବରପାଇ ବରମପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।। ବରହମପୁର ପୁଲିସ ଅଭିଯୁକ୍ତକୁ ଅଟକ […]

ନଦୀ ପଠାରୁ ମିଳିଲା ଯୁବତୀଙ୍କ ମୃତଦେହ, ହତ୍ୟା…

admin | January 30, 2020 | 0

ଭଦ୍ରକ ( ):  ନିଖୋଜ ହେବାର ୫ ଦିନ ପରେ ଯୁବତୀଙ୍କ ମୃତଦେହ ବୈତରଣୀ ନଦୀପଠାରୁ ମିଳିଛି। ମାତ୍ର ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ଭଦ୍ରକ ଗ୍ରାମାଞ୍ଚଳ ଓ ଭଣ୍ଡାରିପୋଖରୀ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଗରପଡା ଥାନା ଅନ୍ତର୍ଗତ ବିଶଲକଣା ଗାଁର ସନାତନ ଭୂୟାଁଙ୍କ ଝିଅ ଆଶାଲତା କେନ୍ଦୁଆପଦା ସ୍ଥିତ ବନ୍ଧନ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ। ଗତ ଶନିବାରଠାରୁ ସେ ନିଖୋଜ […]

Archives

Categories