#Breaking News

ଭିଡିଓ କଂନଫେରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଭିତି ପ୍ରସ୍ତର କାର୍ଯ୍ୟକ୍ରମ


ଫୁଲବାଣୀ – ସୁନୀଲ ପଟନାୟକ )୮ଟି ଜିଲା ସମେତ କନ୍ଧମାଳ ଜିଲ୍ଲାରେ ମଧ୍ୟସ୍ୱସ୍ଥ୍ୟ ସେବାର ଉନ୍ନତି
ପାଇଁ ଫୁଲ ବାଣୀସଦରମହକୁମା ଡାକ୍ତରଖାନା ପରିସରରେଅକ୍ସସିଜେନ ପ୍ଲାଣ୍ଟ ର ଭିତିସ୍ଥାପର କରିଛନ୍ତି। ଏହା ଦ୍ୱାରା ଜିଲାରେ ଅକ୍ସସିଜେନ ପାଇଁ ଯେଉଁ ଅସୁବିଧା ରହିଥିଲା ତାର ପରି ସମାପ୍ତି ହେବ। ଏହାସହିତ ମୁଖ୍ୟ ମନ୍ତ୍ରୀ କନ୍ଧମାଳ ଜିଲା ପାଇଁ ଯେଉଁ ମେଡିକାଲ କଲେଜ ଘୋଷଣା କରିଛନ୍ତି। ତାହାର କାମ ମଧ୍ୟ ଏବେ ଜୋରସୋରରେ ଚାଲୁ ରହିଛି। ଏଥପାଇଁ ଜିଲାର ସମସ୍ତ ଜନସାଧାରଣ ପକ୍ଷରୁ ଧନ୍ୟବାଦ ଦେବା ସହ ଜିଲାର ସ୍ୱାସ୍ଥ ସେବାରେ ଉନ୍ନତି ଆଣିବା ଦିଗରେ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବା କଥା କହିଛନ୍ତି କନ୍ଧମାଳ ସାଂସଦ ଡଃ ଅଚୁତ୍ୟ ସାମନ୍ତ।
ଏହି କାର୍ଯ୍ୟ କର୍ମରେ ଜିଲାପାଳ ଡ ବୃନ୍ଦା ଡି ପ୍ରାରମ୍ଭିକ ଅଭିଭାଷଣ ଦେଇଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ,ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ,ଚକ୍ରମଣି କହଁର ଜିଲାପରିଷଦ ଅଧ୍ୟକ୍ଷ । ଆକାଂକ୍ଷା ପ୍ରଧାନ ସମେତ ସିଡିଏମଓ ଡା.ରାଜଶ୍ରୀ ପଟନାୟକ ଉପସ୍ଥିତ ରହିଥିଲେ।

Leave a comment

Your email address will not be published. Required fields are marked *