#Breaking News #Uncategorized

ଘର ସମ୍ମୁଖ ରୁ ବାଇକ୍ ଚୋରୀ


ଫୁଲବାଣୀ (ସୁନୀଲ ପଟନାୟକ)
ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି l
ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l
ଟାଉନ୍ ଥାନା ପୋଲିସ ର ହୁଗୁଳl ଶାସନ ଯୋଗୁଁ ଏ ସବୁ ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି l
ଗତ କାଲି ଫୁଲବାଣୀ ସହର ର ଚନ୍ଦନ ନଗର ସାହି ର୍ ସୁବାସ ଚନ୍ଦ୍ର ସାହାଣୀ ନିଜର ୟାମାହା କମ୍ପାନୀ ର୍ ଦାମୀ ବାଇକ୍ କୁ ଲକ୍ ପକାଇ ରଖି ଥିଲେ l ତେବେ କେହି ଦୁର୍ବୃତ୍ତ ତାଙ୍କ ବାଇକ୍ ର ଚାବି ଭାଙ୍ଗି ଚୋରୀ କରି ନେଇ ପଳାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି l
ପୋଲିସ ଏ ନେଇ ମାମଲା କରି ଘଟଣା ର୍ ତଦନ୍ତ କରି ଥିଲେ ମଧ୍ଯ ଚୋରି ବାଇକ୍ ର ଏଯାଏଁ ପତ୍ତା ମିଳିନି l
ଏଥି ପୂର୍ବରୁ ସହର୍ ର ବି ଭିନ୍ନ ସ୍ଥାନ ରୁ ଅନେକ ବାଇକ୍ ଚୋରୀ ହୋଇଥିଲେ ବି ପୋଲିସ ସନ୍ଧାନ ପାଇନି l

Leave a comment

Your email address will not be published. Required fields are marked *