#Breaking News #District

ନାରାୟଣ ନଗର ଦୈନିକ ବଜାରରେ ଅଷ୍ଟମ ଗଣେଶ ପୂଜା ପାଳିତ ଓ 5021 ଟି ଦୀପଦାନ

ବୌଦ୍ଧ( ଉଲ୍ଲାପ୍ର )ବୌଦ୍ଧ ଜ଼ିଲ୍ଲା ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ନାରାୟଣ ନାଗର ଗ୍ରାମ ର ଦୈନିକ ବଜାର ଛକରେ 8 ତମ ଗଣେଶ ପୂଜା ପାଳିତ ହୋଇଯାଇଛି l ପ୍ରାୟ ଦିନ 11 ଘଣ୍ଟା ସମୟରେ ପୂଜା କାର୍ଯ୍ୟ ଆରମ୍ଭ ହୋଇ 2 ଘଣ୍ଟା ସମୟରେ ଶେଷ ହୋଇଥିଲା l ସମସ୍ତ ଭକ୍ତମାନେ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ l ନାରାୟଣ ନଗର ଗ୍ରାମର ଜଗନ୍ନାଥ ମନ୍ଦିର ର ପୂଜକ ଅଜିତ ପାଣିଗ୍ରାହୀ ପୂଜା କାର୍ଯ୍ୟ କରିଥିବା ବେଳେ,ବିଶ୍ଵାମିତ୍ର ମେହେର କାର୍ଯ୍ୟକର୍ତ୍ତା ଭାବରେ ପୂଜା କାର୍ଯ୍ୟ ତୁଲାଇ ଥିଲେ l ସଭାପତି ଭାବରେ ବୁଲୁ ମେହେର ଓ ସମ୍ପାଦକ ଭାବରେ ଅଜୁ ମେହେର ଅଛନ୍ତି l ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟ ରେ ଗ୍ରାମର ସମସ୍ତ ଭକ୍ତମାନଙ୍କୁ ପ୍ରସାଦ ସେବନ ବଣ୍ଟନ କରିଥିଲେ l ନୂଆଁଖାଇ ଦିନ ସନ୍ଧ୍ୟା 5.30 ଘଣ୍ଟା ସମୟରେ ଗ୍ରାମର ଶତାଧିକ ମହିଳା, ପୁଅ, ଝିଅ ମିଶି 5021ଟି ଦୀପ ପ୍ରଭୁ ଗଣେଶ ଙ୍କ ପାଖରେ ଦୀପ ଦାନ କରିଥିଲେ l ଏଠାରେ ପ୍ରାୟ 40 ଜଣ ଭକ୍ତ ରହିଛନ୍ତି l ସେମାନେ ହେଲେ
ସୌମିତ୍ରୀ ମେହେର, ମଣ୍ଟୁ ମେହେର, ସଞ୍ଜୀବ ମେହେର, ଦିବ୍ୟ ମେହେର, ମିଲୁ ମେହେର, ପିଣ୍ଟୁ ମେହେର, ବବି ମେହେର, ରାଜେଶ ମେହେର, ପ୍ରଦୀପ ମେହେର, ଦେବ ସାହୁ, ରାଜୀବ ମେହେର, ଜୀବର୍ଧନ ମେହେର, ନବକିଶୋର ମେହେର, ଗୁରୁ ମେହେର, କାର୍ତ୍ତିକ ମେହେର, ଡୁଲା ମେହେର,ହେମନ୍ତ ମେହେର, ଶେଷ ମେହେର,ପ୍ରକାଶ ମେହେର, କାହ୍ନl ମେହେର, ଡୁଲା ମେହେର, ଶୁକ୍ରୁ ମେହେର, ଲକ୍ଷ୍ମଣ ମେହେର,
କ୍ଷେତ୍ରବାସୀ ମେହେର, ଦିଲ୍ଲୀପ ମେହେର, ଲକି ମେହେର, ବାଦଲ ମେହେର, ମୁକେଶ ମେହେର ସହଯୋଗ କରିଥିଲେ l

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଉଦୟ ଲାବଣ୍ୟ. କମ

Leave a comment

Your email address will not be published. Required fields are marked *