#Breaking News

କନ୍ଧମାଳ ଜିଲ୍ଲା ମୁଖ୍ୟ କାରାଗାରରେ ସଜା କାଟୁଥିବା କଏଦି ମୃତ


ଫୁଲବାଣୀ – (ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲ୍ଲା ସଦର ମହକୁମା ମୁଖ୍ୟ କାରାଗାର ରେ ସଜା କାଟୁଥିବା ଜଣେ କଏଦୀ ଙ୍କ ଦେହ ଅସୁସ୍ଥ ତା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି l ସଜା କାଟୁଥିବା କଏଦୀର ନାମ କାହ୍ନୁ ଚରଣ ପ୍ରଧାନ l 10,7,2016 ମସିହାରେ ଦାରିଙ୍ଗବାଡ଼ି ବ୍ଲକ ର କିରlମହା ରେ ଏକ ହତ୍ୟା ମାମଲl ରେ ଜେଲରେ ସଜା କାଟୁଥିଲା ଅଭିଯୁକ୍ତ ପୁଣି 1.12.2018 ମସିହାରେ ମୁଖ୍ୟ କାରାଗାରରେ ଲକ୍ଷ୍ମଣ ନାୟକ ନାମକ ଜଣେ କାଇଦୀଙ୍କୁ ହତ୍ୟା କରିଥିଲା l ଗତକାଲି ଦିନବେଳା କାହ୍ନୁ ଚରଣ ପ୍ରଧାନ ଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଜେଲ ଡାକ୍ତର କାରାଗାରରେ ଚିକିତ୍ସା କରୁଥିଲେ କିନ୍ତୁ ଦେହ ଅତି ଅସୁସ୍ଥ ହେବାରୁ ସନ୍ଧ୍ୟା ସମୟରେ ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ରେ ଭର୍ତି କରିଥିଲେ l ଚିକିତ୍ସା ଧିନ ଅବସ୍ଥା ରେ ଗତକାଲି ରାତି ପ୍ରାୟ 10 ରେ ମୃତ୍ୟୁବରଣ କରିଥିଲା l ଆଜି ମାଜିଷ୍ଟ୍ରେଟଙ୍କ ଉପାସ୍ଥିରେ ମୃତ କ ଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା
ତ୍ରିପତି ପ୍ରଧାନ (ମୃତକଙ୍କ ପୁଅ)
ଓ ସସ୍ମିତା ପ୍ରଧାନ (ମୃତକଙ୍କ ଭଉଣୀ)କହିଛନ୍ତି l

Leave a comment

Your email address will not be published. Required fields are marked *