କୁମାରୋସ୍ଥାବ ସମିତି ଦ୍ୱାରା ଫୁଲ ବଉଳବେଣୀ କାର୍ଯ୍ୟକ୍ରମ…

Udaya_Labanya | October 21, 2021 | 0

ଆଠଗଡ( ଉଲାପ୍ର)ଆଠଗଡ ର କୁମାରୋସ୍ଥବ ସମିତି,ଗଡଜାତ ପରିକ୍ରମା,ୟୁବା ଅନୁଷ୍ଠାନ ଓ ଇନର ହୁଇଲ କ୍ଲବ ର ମିଳିତ ଆୟୋଜନ ରେ ସ୍ଥାନୀୟ ଚାନ୍ଦବାଲି ଛକ ହନୁମାନ ମନ୍ଦିର ରେ ଆୟୋଜନ ହୋଇଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ଫୁଲ ବଉଳବେଣୀ, ସନ୍ଧ୍ୟାରେ ଚାନ୍ଦ ବନ୍ଦାପନା ପରେ ଅନୁଷ୍ଠିତ ହୋଇଥିଲା ଏକ ସଭା,ଏଥିରେ କୁମାରୋସ୍ଥବ ସମିତିର ସଭାପତି ପୁଲିନ ମିଶ୍ର ସଭାରେ ସଭାପତିତ୍ୱ କରିଥିବା ବେଳେ ଇନର ହୁଇଲ କ୍ଲବ ର ସଭାପତି ଇନା ପୁରୋହିତ […]

ଆଠଗଡ ଗଡଜାତର ପରମ୍ପରା ବଡ଼ ନିଆରା,ଫଗୁଦଶମୀ ଠାରୁ…

Udaya_Labanya | March 25, 2021 | 0

ଆଠଗଡ(ଉଲାପ୍ର)ଆଠଗଡ ଗଡଜାତର ପରମ୍ପରା ବଡ଼ ନିଆରା,କାହିଁ କେଉଁ କାଳରୁ ଚାଲି ଆସିଛି ଆଠଗଡ ଗଡଜାତ ରେ ଦୋଳପର୍ବ ଓ ପଞ୍ଚୁଦୋଳ, ଆଠଗଡ ର ତତ୍କାଳୀନ ରାଜା ବିଶ୍ୱନାଥ ଦେବବର୍ମା ଆଠଗଡ କୁ ରାଜବାଟି ଆଣିବା ପୂର୍ବରୁ ପ୍ରଥମେ ନିଜ ଅଞ୍ଚଳରୁ ଅମଳ ହୋଇ ଖମାର ରେ ଭର୍ତ୍ତି ହୋଇଥିବା ଧାନର ଗାଁ ଖମାର ନୂଆଗାଁ ରେ ଫଗୁଦଶମୀ ରେ ଭୋଗ ଖାଇଥାନ୍ତି ରାଧଗୋବିନ୍ଦ, ବିଶ୍ୱନାଥ ଯେହେତୁ ଜଣେ କୃଷ୍ଣ ଭକ୍ତ ଥିଲେ […]

ପିଲା ମାନଙ୍କର ଶୁଭ ମନାସି ମା ମାନେ…

Udaya_Labanya | January 2, 2021 | 0

ଆଠଗଡ(ଉଲାପ୍ର)ପିଲା ମାନଙ୍କର ଶୁଭ ମନାସି ଆଠଗଡ ରେ ମା ମାନେ ପାଳିଛନ୍ତି ବାଟଓଷା,କାହିଁ କେଉଁ କାଳରୁ ଓଡିଶା ରେ ଏହି ବାଟ ଓଷା ପାଳିତ ହୋଇ ଆସୁଛି,ଓଡ଼ିଶାରେ ବାର ମାସରେ ତେର ପର୍ବ ମଧ୍ୟରୁ ଗାଁ ଗହଳି ବ୍ୟତୀତ ସହରରେ ମଧ୍ୟ ବାଟ ଓଷା ପାଳିତ ହୋଇ ଆସୁଛି,ଯୋଉ ମାନଙ୍କର ପିଲାପିଲି ନହୁଏ ସେମାନେ ବାଟ ଓଷା କରି ମାନସିକ କଲେ ପିଲାପିଲି ହୋଇଥାଏ ବୋଲି ବିଶ୍ୱାସ ରହିଛି, ସେହି ପିଲାମାନଙ୍କୁ […]

ଧବଳେଶ୍ବର ମନ୍ଦିରରେ ଆଜିଠାରୁ ପୂଜକ ମାନେ ଆରମ୍ଭ…

Udaya_Labanya | September 7, 2020 | 0

ଆଠଗଡ(ଉଲାପ୍ର)କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ସବୁ ରାଜ୍ୟରେ ଜୁନ ମାସରୁ ଦେବାଦେବୀ ମନ୍ଦିର କ ରୋନା କଟକଣା ମଧ୍ୟରେ ଖୋଲାଯାଇଥିଲେ ମଧ୍ୟ ଓଡ଼ିଶାରେ ଏ ପର୍ଯ୍ୟନ୍ତ କୌଣସି ଦେବାଦେବୀ ମନ୍ଦିର ଖୋଲିବା ପାଇଁ ସରକାର ଅନୁମତି ଦେଉନାହାନ୍ତି, ଏହାକୁ ବିରୋଧ କରିଛନ୍ତି ଓଡିଶା ମନ୍ଦିର ସେବାୟତ ସଂଘ,ଏ ସମ୍ପର୍କରେ ଏକ ଦାବିପତ୍ର ଦେବୋତ୍ତର ଆୟୁକ୍ତ ଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ସେବାୟତ ସଂଘ,ଯେଉଁ ମନ୍ଦିର […]

ଆଠଗଡ ଚାଷୀ ରାଜ ରାସ୍ତାରେ,ଅଭାବି ବିକ୍ରିର ସମ୍ମୁଖିନ

Udaya_Labanya | August 4, 2020 | 0

ଆଠଗଡ(ଉଲାପ୍ର)ଗୋଟିଏ ପଟେ କରୋନା ସହିତ ସମସ୍ତେ ଜୁଝୁଥିବା ବେଳେ ଅନ୍ୟ ପଟେ ଚାଷୀ ହାତ ବାନ୍ଧି ବସି ସାରିଲାଣି,ଏ ଦୃଶ୍ୟ ହେଉଛି ଆଠଗଡ ମୁଣ୍ଡଳି ରାସ୍ତାର ଛତାବର ଗ୍ରାମ ରାସ୍ତାକଡ ର ଦୃଶ୍ୟ,ଲକଡାଉନ,ସଟଡାଉନ ଜାରି ରହିଥିବା ବେଳେ ପରିବା ବେପାରୀ ଆଉ ଚାଷୀଙ୍କ ନିକଟକୁ ଆସୁନାହାନ୍ତି,ଯାହା ଫଳରେ ଚାଷୀ ମାନେ ରାସ୍ତା ଉପରକୁ ଚାଲି ଆସି ରାସ୍ତା କଡରେ ଭୟଭୀତ ହୋଇ ପନି ପରିବା ବିକ୍ରି କରୁଛନ୍ତି, ଅନ୍ୟପଟେ ଚନ୍ଦକା ହାତୀପଲ […]

ଶ୍ରାବଣ ମାସ ସରିଲା,ଖାଁ ଖାଁ ରେ ରହିଗଲେ…

Udaya_Labanya | August 3, 2020 | 0

ଆଠଗଡ(ଉଲାପ୍ର)କାର୍ତ୍ତିକ ମାସ ପରି ଶ୍ରାବଣ ମାସ ମଧ୍ୟ ହିନ୍ଦୁମାନଙ୍କର ଧର୍ମ ମାସ,ହେଲେ ଶ୍ରାବଣ ମାସରେ ସବୁକିଛି ବିଗାଡି ଦେଇଛି କରୋନା,ଆଉ ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ତଥା ଆଠଗଡ ର ଆରାଧ୍ୟ ଦେବ ଧବଳେଶ୍ବର ପୀଠ ହୋଇ ଉଠିଛି ଖାଁ ଖାଁ,ନାଁ ଭକ୍ତ ଆସିଛନ୍ତି ନାଁ ପୂଜକ ମାନେ କିଛି ରୋଜଗାର କରି ପାରିଛନ୍ତି,ତଥାପି ଗତ ପାଂଚମାସ ହେଲା ବଡ କଷ୍ଟ ସ୍ୱୀକାର କରି ବାବାଙ୍କ ପୀଠରେ ନୀତି କାନ୍ତିରେ କୌଣସି ହେଳା […]

ସରିଲା ଶିଶୁପାଳଗଡ଼ ମହୋତ୍ସବ : ବିଜୟ ମହାନ୍ତିଙ୍କୁ…

admin | January 19, 2020 | 0

ଭୁବନେଶ୍ବର : ଶିଶୁପାଳଗଡ଼ ମହୋତ୍ସବ ରବିବାର ଶେଷ ହୋଇଛି। ୪ଦିନ ଧରି ଆୟୋଜିତ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ଅଧ୍ୟକ୍ଷତା କରିଥିଲେ। ସଭାରେ ମୁଖ୍ୟ ଅତିଥି ରୂପେ ଗୃହ, ଶକ୍ତି, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସ୍ୱତନ୍ତ୍ର ଅତିଥି ଭାବେ ଜଳସଂପଦ, ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ମୁଖ୍ୟବକ୍ତା […]

ମକର ସଂକ୍ରାନ୍ତି ଉପଲକ୍ଷେ ବଡମ୍ବା ସିଂହନାଥ ପୀଠରେ…

admin | January 14, 2020 | 0

ମକରସଂକ୍ରାନ୍ତି ଠାରୁ ଚଳଚଂଚଳ ହୋଇଉଠିବ କଟକ ଜିଲ୍ଲା ବଡମ୍ବା ଗୋପୀନାଥପୁର ମହାନଦୀ ବାଲୁକା ଶଯ୍ୟାରେ ବିଜେ ବାବା ସିଂହନାଥ ଦେବଙ୍କ ପୀଠର୍ ଐତିହପୂର୍ଣ୍ଣ ପ୍ରସିଦ୍ଧ ବାଲି ମକର ମହୋତ୍ସବ।ସେଥିପାଇଁ ଆଜିଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବାବା ସିଂହନାଥ ଙ୍କ ଶୈବପୀଠକୁ ଧୀରେ ଧୀରେ ଶ୍ରଦ୍ଧାଳୁ ଙ୍କ ସଂଖ୍ୟା ବଢିବଢି ଚାଲିଲାଣି।ଆଜି ଠାରୁ ଓଡ଼ିଶାର ଦୁରଦୁରନ୍ତାରୁ ବ୍ୟବସାୟୀ ମାନେ ଆସି ମଧ୍ୟ ନିଜ ନିଜର ବ୍ୟବସାୟ ପାଇଁ ମହାନଦୀ ମଝିରେ ବାଲୁକା ବକ୍ଷରେ […]

ବଦଳିବ ସୂର୍ଯ୍ୟ ମନ୍ଦିର ରୂପ ରେଖ, ଫେରିବ…

admin | January 10, 2020 | 0

କୋଣାର୍କ : ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ ଅନ୍ୟ ପ୍ରାଶାସନିକ ଅଧିକାରୀମାନେ ଆଜି ଭୋର ସାଢ଼େ ୪ଟାରେ କୋଣାର୍କ ସୂର୍ଯ୍ୟ ମନ୍ଦିରଠାରେ ପହଞ୍ଚି ବିକାଶର ନକ୍ସା ଆଙ୍କିଛନ୍ତି। ଶ୍ରୀ ପାଣ୍ଡିଆନଙ୍କ ସହ ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ସହ ଅନ୍ୟମାନେ ବି ସୂର୍ଯ୍ୟମନ୍ଦିର ଓ ଆଖପାଖ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଆପାତତଃ ଫେବ୍ରୁଆରିରୁ ବିକାଶ […]

Archives

Categories