#Breaking News #Uncategorized

ଦୃଢ ମନୋବଳ କରୋନାକୁ ହରାଇଲା ହାରିଛି କରେ।ନା ଜିତିଛି ଜୀବନ


ଫୁଲ ବାଣ-(ସୁନୀଲ ପଟନାୟକ) କରେ । ନାର ପ୍ରଥମଲ ହର ଯେମିତି ସେମିତି କଟିଯାଇଥିଲା ହେଲେଏବେ କରେ। ନାରଦ୍ଵିତୀୟ ଲହର ଘାତକ ସାଜିଛି । ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଫଳରେ କରେ ନା ସଂକ୍ରମିତ ହେଲେ ରୋଗୀ ଓ ପରିବାର ଲୋକ ଙ୍କ ମଧ୍ୟରେ ଅଜଣା ଭୟର ସଞ୍ଚାର ଖେଳିଯିବା ସ୍ଵାଭାବିକ।
ତେବେ ଏହି ସଙ୍କଟ ସମୟରେ ସାମାଜିକ ଦୁରତା ରକ୍ଷାକରିବା ଯେତିକି ଆବଶ୍ୟକ ମାନସୀ କଭାବେ ଯୋଡିହୋଇ ରହିବା ସେତିକି ଆବଶ୍ୟକ। ଦୃଢ ମନୋବଳ ଜଣେ ରୋଗୀକୁ ସୁସ୍ଥ ହେବାରେ ଅଧିକ ସାହାର୍ଯ୍ୟକରୁଛି । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳର ୮୦ବର୍ଷର ଜଣେ ବୁଦ୍ଧା ବିନସେନ୍ତା ସିଂଙ୍କକ୍ଷେତ୍ରରେ।
କୋରନା ପଜିଟିଭ ଚିହ୍ନଟ ହେବାପରେ ସେ ଓ ପରିବାର ଲୋକେ ସଂପୂର୍ଣ୍ଣ ଭାଙ୍ଗିପଡିଥିଲୋ
ବୃଦ୍ଧା ଜଣଙ୍କ ୧୦ ତାରିଖ ଦିନ କରେ । ନା ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ ଜଲେଶପଟ୍ଟା କୋଭିଡ କେ ଆର ସେଣ୍ଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ହେଲେ କିଛିଦିନ ପରେ ତାଙ୍କର ଅକ୍ସିଜେନ ଲେବେଲ୍‌ କରିବା ଫଳରେ ଗତ ୧୭ ତାରିଖ ଦିନ ଫୁଲବାଣୀ କୋଭିଡ଼ହସ୍ପିଟାଲକୁ ସ୍ଥାନ । ନ୍ତର କରାଯାଇଥିଲା। ଫଳରେ ସେ ଭୟରେ କାନ୍ଦି କାନ୍ଦି ମେଡିକାଲକୁ ଆସିଥିଲେ। ହେଲେ ବୁଧବାର ସଂଧ୍ୟାରେ ସେ ସୁସ୍ଥ ହୋଇ ହସି ହସି ଖୁସିରେ ଘରକୁ ଫେରିଛନ୍ତି । ସୁସ୍ଥ ହେବାପରେ ସେ ଚିକିତ୍ସା କରୁଥିବାଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମଚାରୀଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ। କରୋନାକୁ ହରାଇବା ପାଇଁ ଦୃଢ ମନୋବଳ ସାଙ୍ଗକୁ ଧର୍ଯ୍ୟ ଓ ସାହାସର ଆବଶ୍ୟକ ବୋଲି ବିନସେ ନ୍ତା ସିଂ କହିଛନ୍ତି ।

Leave a comment

Your email address will not be published. Required fields are marked *