ସରକାର ଅସମ୍ବାଧାନିକ ଭାବେ ସରପଞ୍ଚ ଙ୍କୁ ବହିସ୍କାର…

Udaya_Labanya | September 7, 2020 | 0

ପଦ୍ମପୁର,(ଉଲାପ୍ର)ରାଜ୍ୟ ସରକାର ଅସମ୍ବାଧାନିକ ଉପାୟରେ ସରପଞ୍ଚ ନିରୂପା ସିଂ ଙ୍କୁ ବହିସ୍କାର କରିଛନ୍ତି , ସରକାରଙ୍କ ଏହି ଅନ୍ଯାୟ ପଦକ୍ଷେପ ବିରୁଦ୍ଧରେ ଉଚ୍ଚ ନ୍ଯାୟଳୟ ଦ୍ବାରସ୍ଥ ହେବେ ବୋଲି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମେରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ନିରୁପାସିଂ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । ଆଜି ନିରୂପା ସିଂ ଅଭିଯୋଗ କରିଛନ୍ତି ଯେ , ବିରୋଧି ସରପଞ୍ଚ ମାନଙ୍କୁ ବ୍ଲକ ଏବଂ ଜିଲ୍ଲା ଅଧିକାରୀ ମାନେ ବିଭିନ୍ନ […]

ବଡମ୍ବା ରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା

Udaya_Labanya | July 19, 2020 | 0

ବଡମ୍ବା,(ଉଲାପ୍ର)ବଡମ୍ବା ବ୍ଲକ ଗୋପୀନାଥପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ କ ରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି,ରମେଶ ଚନ୍ଦ୍ର ବେହେରା ଙ୍କ ସଂଯୋଜନା ରେ ତୁଣପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ପ୍ରହରାଜ,ସରପଞ୍ଚ ମିନତି ସାହୁ,ପ୍ରମୁଖ ଯୋଗଦେଇ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ, ସମ୍ବର୍ଦ୍ଧିତ ହୋଇଥିବା କ ରୋନା ଯୋଦ୍ଧା ମାନେ ହେଲେ ଡାକ୍ତର ସରୋଜ କୁମାର ପ୍ରଧାନ,ଶିକ୍ଷକ ରମେଶ ବେହେରା,ପ୍ରତାପ ଚନ୍ଦ୍ର ସାହୁ,ବୈଦ୍ୟନାଥ ସାହୁ,ଚିତ୍ତରଞ୍ଜନ ମହାପାତ୍ର, ସମସ୍ତ […]

ଦିନକରେ ୫ ଶହ ଟପିଲା ଆରୋଗ୍ୟଙ୍କ ସଂଖ୍ୟା

Udaya_Labanya | July 19, 2020 | 0

ଭୁବନେଶ୍ୱର: ( ଉ ଲା ପ୍ର) ରାଜ୍ୟରେ ଆଜି ୫୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ସୁସ୍ଥ ହୋଇଛନ୍ତି। ଏଯାବତ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୨ ହଜାର ୪୫୨ ପହଞ୍ଚିଲାଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଗଞ୍ଜାମରୁ ସର୍ବାଧିକ ୧୯୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୮୦, ଯାଜପୁରରୁ ୪୦, ସୁନ୍ଦରଗଡ଼ରୁ ୩୭, କଟକରୁ ୨୮, କେନ୍ଦୁଝରରୁ ୨୦, […]

କରୋନାରୁ ସୁସ୍ଥ ହୋଇ ଫେରିଥିବା ବୃଦ୍ଧ ଦମ୍ପତିଙ୍କୁ…

Udaya_Labanya | July 18, 2020 | 0

ଭୁବନେଶ୍ୱର: ( ଉ ଲା ପ୍ର ) ମହାମାରୀ କରୋନାକୁ ହରାଇ ସୁସ୍ଥ ହୋଇଥିବା ବୃଦ୍ଧ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଏଭଳି ସଙ୍କଟ ସମୟରେ ବୃଦ୍ଧ ଦମ୍ପତି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସିଏମ୍ଓ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ୮୫ ବର୍ଷିୟ ସୁରେନ୍ଦ୍ର ପତି ଓ ତାଙ୍କ ପତ୍ନୀ ୭୮ ବର୍ଷିୟା ସାବିତ୍ରୀ ପତି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।୮୫ ବର୍ଷିୟ ସୁରେନ୍ଦ୍ର ପତି […]

ଭାରତୀୟ ଆୟୁର୍ବେଦ ଡାକ୍ତର ଆବିଷ୍କାର କଲେ ଦୂରାରୋଗ୍ୟ…

admin | January 29, 2020 | 0

ଚେନ୍ନାଇ: ସଂପ୍ରତି ଚୀନ୍‌ରେ ଦେଖା ଦେଇଥିବା କରୋନା ଭାଇରସ୍‌କୁ ନେଇ ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ପାଇଁ ଔଷଧ ଆବିଷ୍କାର କରିଥିବା ତାମିଲନାଡ଼ୁର ଜଣେ ଆୟୁର୍ବେଦ ଡାକ୍ତର ଦାବି କରିଛନ୍ତି। ଚେନ୍ନାଇର ରଥନା ସିଦ୍ଧ ହସ୍ପିଟାଲରେ ବିଗତ ୨୫ ବର୍ଷ ଧରି ଜଣେ ଆୟୁର୍ବେଦ ଡାକ୍ତର ଭାବେ ନିଯୁକ୍ତ ଥିବା ଡାକ୍ତର ଥାନିକାସାଲାମ ଭେନି ଏହି ଦାବି କରିଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇକୁ ଏକ ସାକ୍ଷାତକାର […]

ଧନିଆ ପତ୍ର ର ଉପକାରିତା

admin | January 29, 2020 | 0

ମନୁଷ୍ୟକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ସବୁଜ ପନିପରିବା। ଏହା ସହ ଶରୀରକୁ କୌଣସି ରୋଗ ଯେପରି ଛୁଇଁ ନ ପାରୁ ସେଥି ପାଇଁ ମଧ୍ୟ ଡାକ୍ତରମାନେ ସବୁଜ ପନିପରିବା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ସେଥି ମଧ୍ୟରୁ ଗୋଟିଏ ହେଲା ଧନିଆ ପତ୍ର। ଯଦି ଆପଣ ଧନିଆ ପତ୍ରକୁ କଞ୍ଚାରେ ଖାଇବା ପାଇଁ ପସନ୍ଦ କରୁ ନାହାନ୍ତି, ତେବେ ଆପଣ ଏହାକୁ ଅନ୍ୟ ଉପାୟରେ ମଧ୍ୟ ସେବନ କରି ପାରିବେ। […]

ମଧୁମେହଠାରୁ ତ୍ବଚା ସମସ୍ୟା ପର୍ଯ୍ୟନ୍ତ, ଅନେକ ରୋଗ…

admin | January 7, 2020 | 0

ସାଧାରଣତଃ ଶୀତଦିନେ ମୂଳା ବଜାରରେ ଅଧିକ ଉପଲବ୍ଧ ହୋଇଥାଏ। କିଛି ଲୋକ ମୂଳା ଖାଇବାକୁ ପସନ୍ଦ କରୁଥିବା ବେଳେ ଅନେକ ଲୋକ ଅଛନ୍ତି, ଯେଉଁମାନେ ମୂଳା ଖାଇବାକୁ ଆଦୌ ଭଲପାଆନ୍ତି ନାହିଁ। ହେଲେ ସେମାନେ ମୂଳାର ଉପକାରୀ ଗୁଣ ବିଷୟରେ ଜାଣିଲେ, ଆଜିଠାରୁ ହିଁ ଏହାକୁ ଖାଇବା ଆରମ୍ଭ କରିଦେବେ। ମୂଳାକୁ ନିୟମିତ ଭୋଜନରେ ସାମିଲ କରିବା ଦ୍ବାରା ସ୍ବାସ୍ଥ୍ୟଗତ ଅନେକ ସମସ୍ୟା ଦୂର ହେବା ସହ ଅନେକ ରୋଗ ଆମଠୁ […]

ମନ୍ଦାର ଫୁଲରେ ରହିଛି ଚମତ୍କାର ଗୁଣ

admin | December 24, 2019 | 0

ଆମ ଆଖପାଖରେ ଏମିତି ଅନେକ ଫୁଲ ଫୁଟିଥାଏ, ଯାହାର ଥାଏ ବହୁ ଔଷଧୀୟ ଗୁଣ। ଖୁବ୍‌ ଅଳ୍ପ ଲୋକ ଜାଣି ଥାଆନ୍ତି କି ଫୁଲରେ ବି ଏଭଳି ଚମତ୍କାର ଗୁଣ ରହିଛି। ଏଭଳି ଔଷଧୀୟ ଗୁଣରେ ଭରପୂର ଥିବା ଫୁଲମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ମନ୍ଦାର । ମନ୍ଦାର ଫୁଲର ଚେରକୁ ଚୋବାଇବା ଦ୍ଵାରା ପାଟିରେ ହୋଇଥିବା ଘା’ ଭଲ ହୋଇଯାଇଥାଏ। ଏହାକୁ ଧବଳଛଉ ରୋଗ ପାଇଁ ମଧ୍ୟ ପ୍ରୟୋଗ କରାଯାଇପାରେ। […]

Archives

Categories