#Breaking News

ଅମ୍ବାଭୋନା ଅଞ୍ଚଳରେ କୁଆପଥର ବର୍ଷା


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅଞ୍ଚଳ ରେ ଆଜି ସନ୍ଧ୍ୟାରେ ପବନ ବହିବ ସଂଗକୁ କୁଆ ପଥର ବର୍ଷା ହୋଇଥିଲା। ଫଳରେ କିଛି ସମୟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା । ଜିଲ୍ଲା ର ଏହି ଅଞ୍ଚଳ ବଣ ଜଙ୍ଗଲ ଘେରା ହୋଇଥିବା ବେଳେ ଗତ କିଛି ଦିନ ହେବ ପ୍ରବଳ ଥଣ୍ଡା ହେଉଥିଲା। ଆଜି ମେଘୁଆ ପାଗ ଦିନ ତମାମ ଲାଗି ରହିବା ପରେ ସଂଧ୍ୟା ରେ କୁଆପଥର ବର୍ଷା ହୋଇଥିଲା।

Leave a comment

Your email address will not be published. Required fields are marked *