ସହିଦ ସଞ୍ଜୟଙ୍କ ଶେଷକୃତ୍ୟ ସଂପନ୍ନ ଝୁରୁଛି ଗାଁ…

Udaya_Labanya | June 15, 2021 | 0

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଳକର ବାରା ଗାମା ଗ୍ରାମରେ ଆଜି ସହିଦ ସଜଂୟ ଙ୍କ ପ୍ରାର୍ଥୀ ବ ଶରୀର ପହଞ୍ଚିବା ପରେ କାନ୍ଦବୋବାଳି ରେ ଗାଁ ଦାଣ୍ଡ ଫାଟି ପଡିଥିଲା। ସମସ୍ତଙ୍କ ଆଖିରେ ଲୁହ । ସଂଜୟ ବିହାରରେଜି ମେଣ୍ଟରେ ଯୋଗଦେଇ ଜାମ୍ମୁକାଶ୍ମୀର ର ଶ୍ରୀନଗରର ଏକ ପାର୍ବତ୍ୟ ଅଞ୍ଚଳରେ ଡ୍ୟୁଟି ସମୟରେ ହୃଦଘାତରେ ମୃତ୍ୟୁ ଘଟିଥିଲା। ମରଶରୀର ପହଞ୍ଚିବାପରେ ଗ୍ରାମବାସୀ ଅନ୍ତିମ ଦର୍ଶନ କରିବାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା […]

ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ…

Udaya_Labanya | May 5, 2021 | 0

ଭୁବନେଶ୍ୱର(ଲଲାଟେନ୍ଦୁ ସେନାପତି)ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ଆଜି ତୃତୀୟଥର ପାଇଁ ରାଜଭବନରେ ଶପଥ ନେଇଛନ୍ତି, ଏହି ସପଥପାଠ ଉତ୍ସବରେ କେବଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ ଛାଡିଦେଲେ ଅନ୍ୟ କୌଣସି ମନ୍ତ୍ରୀ ଶପଥ ନେଇ ନାହାଁନ୍ତି, ସମ୍ପୂର୍ଣ କୋଭିଡ କଟକଣା ମଧ୍ୟରେ ଏହି ଶପଥ ପାଠ ଉତ୍ସଭ ଅନୁଷ୍ଠିତ ହୋଇଥିଲା, ପୂର୍ବରୁ ଉଦୟ ଲାବଣ୍ୟ ଆକଳନ କରିଥିଲା ମମତା ହାରିଲେ ମଧ୍ୟ ସେ ହିଁ ହେବେ ମୁଖ୍ୟମନ୍ତ୍ରୀ, ଆଉ […]

କୁଳମଣି ଏବଂ ତାଙ୍କ ସହଯୋଗୀଙ୍କ ହତ୍ୟା ହେଉଛି…

Udaya_Labanya | January 6, 2021 | 0

ଭୁବନେଶ୍ବର,(ଉଲାପ୍ର)ଜେପି ନେତା ଶ୍ରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ନିର୍ମମ ହତ୍ୟାକୁ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୃଢ଼ ନିନ୍ଦା କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ବିଜେପି ନେତା ଶ୍ରୀ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଶ୍ରୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ହେଉଛି ଓଡ଼ିଶାର ଶାସକ ଦଳ ବିଜେଡି ଦ୍ୱାରା ତିଆରି ହୋଇଥିବା […]

ସରକାର ଅସମ୍ବାଧାନିକ ଭାବେ ସରପଞ୍ଚ ଙ୍କୁ ବହିସ୍କାର…

Udaya_Labanya | September 7, 2020 | 0

ପଦ୍ମପୁର,(ଉଲାପ୍ର)ରାଜ୍ୟ ସରକାର ଅସମ୍ବାଧାନିକ ଉପାୟରେ ସରପଞ୍ଚ ନିରୂପା ସିଂ ଙ୍କୁ ବହିସ୍କାର କରିଛନ୍ତି , ସରକାରଙ୍କ ଏହି ଅନ୍ଯାୟ ପଦକ୍ଷେପ ବିରୁଦ୍ଧରେ ଉଚ୍ଚ ନ୍ଯାୟଳୟ ଦ୍ବାରସ୍ଥ ହେବେ ବୋଲି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମେରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ନିରୁପାସିଂ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । ଆଜି ନିରୂପା ସିଂ ଅଭିଯୋଗ କରିଛନ୍ତି ଯେ , ବିରୋଧି ସରପଞ୍ଚ ମାନଙ୍କୁ ବ୍ଲକ ଏବଂ ଜିଲ୍ଲା ଅଧିକାରୀ ମାନେ ବିଭିନ୍ନ […]

ଅମ୍ବାଲା ଏୟାର ବେଶରେ ପହଁଚିଲା ଫାୟାର ଫାଇଟର…

Udaya_Labanya | July 29, 2020 | 0

ଅମ୍ବାଲା,ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି,ଶେଷରେ ରାଫେଲ ବିମାନ ଫ୍ରାନ୍ସ ରୁ ଆସି ଭାରତର ଅମ୍ବାଲା ଏୟାର ବେଶ ରେ ପହଞ୍ଚିଛି, ଗତ ୨୭ ତାରିଖ ରୁ ଫ୍ରାନ୍ସ ରୁ ବାହାରିଥିବା ଏହି ଫାୟାର ଫାଇଟର ବିମାନ ସାତ ହଜାର କିଲୋମିଟର ଅତିକ୍ରମ କରିବା ପରେ ଆଜି ଅମ୍ବାଲା ଏୟାର ବେଶ ରେ ଲାଣ୍ଡିଙ୍ଗ କରିଛି,ପାଞ୍ଚଗୋଟି ରାଫେଲ ବିମାନ ଭାରତ ସୀମାରେ ପହଁଚି ବା ପରେ ସୁଖୋଇ ବିମାନ ରାଫେଲ ବିମାନ ଗୁଡିକୁ […]

ଅମରନାଥ ଯାତ୍ରା ବାତିଲ ହେଲା

Udaya_Labanya | July 22, 2020 | 0

ନୂଆଦିଲ୍ଲୀ (ଉଲାପ୍ର) ପବିତ୍ର ଅମରନାଥ ଯାତ୍ରାକୁ ଜାମୁ କାଶ୍ମୀର ପ୍ରଶାସନ ବାତିଲ କରିଦେଇଛନ୍ତି,ଚଳିତ ମାସ ୨୧ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବାର ଥିଲା,କରୋନା ସଂକ୍ରମଣ କୁ ଆଖି ଆଗରେ ରଖି ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଏହି ଯାତ୍ରାକୁ ବାତିଲ କରାଯାଇଥିବା ଅମରନାଥ ପରିଚାଳନା ବୋର୍ଡ ବୈଠକ ରେ ଜାମୁ କାଶ୍ମୀର ଉପ ରାଜ୍ୟପାଳ ଗିରିଷ ଚନ୍ଦ୍ର ମୁର୍ମୁ ଘୋଷଣା କରିଛନ୍ତି।

କୋଭିଡ୍‌ କେୟାର ସେଣ୍ଟର ଛାଡ଼ି ରାସ୍ତାରେ ବସିଲେ…

Udaya_Labanya | July 17, 2020 | 0

ଗୌହାଟି: ( ଉ ଲା ପ୍ର ) ସାରା ଦେଶରେ ମହାମାରୀ କରୋନା ଦିନକୁ ଦିନ ଏହାର କାୟା ବିସ୍ତାର କରି ଚାଲିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ, କଟକଣା ଲାଗୁ କରିଛନ୍ତି। ହେଲେ ଲୋକମାନେ ଏହାକୁ ଠିକ୍‌ ଭାବେ ମାନୁ ନଥିବା ନେଇ ଅନେକ ଘଟଣା ନଜର ଆସିଛି। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା। କୋଭିଡ୍‌ କେୟାର ସେଣ୍ଟରରୁ […]

ରାଜସ୍ଥାନ ରାଜନୀତି; ଦୁଇ କଂଗ୍ରେସ ବିଧାୟକ ପ୍ରାଥମିକ…

Udaya_Labanya | July 17, 2020 | 0

ଜୟପୁର: ( ଉ ଲା ପ୍ର ) ରାଜସ୍ଥାନରେ ସଚିନ ପାଇଲଟଙ୍କ ବିଦ୍ରୋହକୁ ନେଇ ଛକାପଞ୍ଛା ଲାଗି ରହିଛି। ଏପରି ପରିସ୍ଥିତିରେ ଏଆଇସିସି ପକ୍ଷରୁ ଦୁଇ କଂଗ୍ରେସ ବିଧାୟକଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି । ଏହି ବିଧାୟକ ହେଲେ ଭଁଅର ଲାଲ ଶର୍ମା ଓ ବିଶବେନ୍ଦ୍ର ସିଂ।ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ସହ ସରକାରକୁ ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି […]

Archives

Categories