#Breaking News #District

ଜଷ୍ଟ ଫର ୟୁ ସେବା ସଙ୍ଘ ତରଫରୁ ଆନନ୍ଦ ବଜାର

..

ଆଠଗଡ ( ଉଲ୍ଲାପ୍ର,)ଆଠଗଡ଼ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜଷ୍ଟ ଫର ୟୁ ସେବା ସଙ୍ଘ ଆଠଗଡ଼ ର ଆରାଧ୍ୟ୍ୟ ଦେବତା ଶ୍ରୀ ଅଟ୍ଟାଳି ଜଗନ୍ନାଥ ଙ୍କ ମନ୍ଦିର ପରିସରରେ ସଂଗଠନ ର ସଭାପତି ଏବଂ ପ୍ରତିଷ୍ଠାତା ସୁଧାଂଶୁ ଶେଖର ସାହୁ ଓ ସଂଗଠନ ର ଉପଦେଷ୍ଟା ଲଷ୍ମୀନାରାୟଣ ଭଞ୍ଜ ଙ୍କ ନେତୃତ୍ୱ ରେ ଆନନ୍ଦ ବଜାର ଅନୁଷ୍ଠିତ ହୋଇଯାଇଛିଏହି କାର୍ଯ୍ୟକ୍ରମ ରେ ପାୟଲ ବର୍ମା, ସମ୍ବିତ ପ୍ରଧାନ, ଶୁଭ୍ରଜିତ ନାୟକ , ଅମ୍ଲାନ ପରିଡା, ବ୍ରହ୍ମାନନ୍ଦ ବେହେରା, ସାଇଶ୍ଵେତା ସାହୁ,ସ୍ମୃତିରଞ୍ଜନ ମହାନ୍ତି,ମନୋଜ ମହାପାତ୍ର, ଆଲୋକ ରାଉତ,ବିଚିତ୍ରନନ୍ଦ ସାହୁ, ବିଧାନ ଶୁକ୍ଲା, ଶୁଭ ସ୍ୱାଇଁ, ବବୁଲ ସ୍ୱାଇଁ ପ୍ରମୁଖ ଉପସ୍ଥିତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ

Leave a comment

Your email address will not be published. Required fields are marked *