#Breaking News

୧୫ କୁଇଣ୍ଟାଲ ରୁ ଉର୍ଦ୍ଧ ମହୁଲ ଜବତ, ଜଣେଗିରଫ

.
ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲା ବାଲିଗୁଡା ରେ ଅବକାରୀ ବିଭାଗ ସ୍କ୍ୱାଡ଼ ଅତର୍କିତ ଭାବେ ଚଢ଼ାଉ କରି ୧୫ କୁଇଣ୍ଟାଲ
୭୫ କେଜି ଚୋରା ମହୁଲ ଜବତ କରିବା ସହ ଏଥିରେ ସଂପୃକ୍ତ ମହାସିଙ୍ଗ ଗ୍ରାମର ସନ୍ତୋଷ ପାଣିଗ୍ରାହୀ ନାମକ ଜଣେ ବ୍ୟବସାୟୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି lଅବକାରୀ ଅଧିକ୍ଷକ ଙ୍କ ନିର୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ଏକ ସ୍କ୍ୱାଡ଼ ଚଢ଼ାଉ କରିଥିଲା lବିଭାଗ ପକ୍ଷରୁ 4/22ରେ ମାମଲା ରୁଜ୍ଜୁ କରାଯାଇଛି l

Leave a comment

Your email address will not be published. Required fields are marked *