#Breaking News

ହୃଦଘାତରେ ବରୀଷ୍ଠ ଶିକ୍ଷକଙ୍କ ପରଲୋକ


ଫୁଲବାଣୀ- (ସୁନୀଲ ପଟନାୟକ)
ହୃଦଘାତରେ ଫିରିଙ୍ଗିଆ ବ୍ଲକ ଭୃଙ୍ଗି ଯୋଡି ପଞ୍ଚାୟତର ବୈରି କୁମ୍ଫାରେ ଥିବା ରାଜେନ୍ଦ୍ର ଉଚ୍ଚବିଦ୍ୟାଳୟର ଜଣେ ବରୀଷ୍ଠ ଶିକ୍ଷକ ରାଜେନ୍ଦ୍ର ସାହୁଙ୍କ ପରଲୋକ ହୋଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପଡୋଶୀ ଓ ସହକର୍ମୀମାନେ ତାଙ୍କୁ ତୁରନ୍ତ ଫିରିଙ୍ଗିଆ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତ ଶିକ୍ଷକ ସାହୁଙ୍କ ନିଜ ଗ୍ରାମ ଗଜଂ। ମଜିଲ୍ଲା ଦିଗ ପହଣ୍ଡିବ୍ଲକ ଅନ୍ତର୍ଗତ ନୁପଡ଼ା ଗ୍ରାମରେ ବୋଲି ଜଣା ପଡିଛି । . ତାଙ୍କର ଅକାଳ ମୃତ୍ୟୁରେ ଅଞ୍ଚକରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଛାତ୍ର ବତ୍ସଳ ପରେ । ପକାରୀ , ମିଷ୍ଟଭାଷୀ ଶିକ୍ଷକ ଥିଲେ।
ତାଙ୍କର ମୃତ୍ୟୁରେ ଫିରିଙ୍ଗିଆ ଶିକ୍ଷକ ସଂଘ ଗଭୀର ଶୋକ ବ୍ୟକ୍ତ କରିବା ସହ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

Leave a comment

Your email address will not be published. Required fields are marked *