#Breaking News #District

ସାପ କାମୁଡ଼ି ରେ ତିନି ବର୍ଷର ଶିଶୁ ମୃତ


ଫୁଲବାଣୀ-(ସୁନୀଲ ପଟନାୟକ )
ବିଷଧରସାପ କାମୁଡ଼ାରେ ୩ ବର୍ଷ ର ଶିଶୁ ରମୃତ ଘଟିଛି ।l ମୃତ ଶିଶୁ ର ନାମ ହେଲା ରହନ କହଁର l ସୂଚନା ଯୋଗ୍ୟଯେ,କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ଜିରିଙ୍ଗ ପଡ଼l ସାହିର ରାମ କୁମାର କହଁର ଙ୍କ ପୁଅ ରହନ୍ କହଁର ନିଜ ପରିବାର ସହ ଶୋଇଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ ଗୋଟଏ ଚିଟି ସାପ ଆସି ରହନ୍ ଙ୍କ ହାତକୁ କାମୁଡ଼ି ଦେଇ ଥିଲା ଫଳରେ ପରିବାର ଲୋକେ ରହନ କୁ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ରେ ଭର୍ତି କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅ ମୃତ୍ୟୁପରେ ବାପା ରାମ କୁମାର କହଁର ଦୁଃଖରେ ଭାଙ୍ଗିପଡିଛୁନ୍ତି ।

Leave a comment

Your email address will not be published. Required fields are marked *