ପ୍ରଧାନମନ୍ତ୍ରୀ ଆବାସ ଘର ଠିକ ଭାବେ ଦିଆଯାଉଛି…

Udaya_Labanya | September 23, 2021 | 0

ଆଠଗଡ(ଉଲାପ୍ର)ଆଠଗଡ ସହରରେ ଭୂମି ହୀନ ମାନଙ୍କୁ ପ୍ରକୃତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଠିକ ଭାବେ ପ୍ରଦାନ କରାଯାଉଛି କି ନାହିଁ ତାକୁ ଦେଖିବା ପାଇଁ ଆଠଗଡ ସହରରେ ପହଞ୍ଚି ଥିଲେ ସହରାଞ୍ଚଳ ବିଭାଗ ଦ୍ଵାରା ପରିଚାଳିତ ଡୁଡା ଟିମ ର ସଦସ୍ୟ ମାନେ,ଆଜି ମଧ୍ୟାନ ରେ ଡୁଡା ଟିମ ର ପ୍ରକଳ୍ପ ନିର୍ଦେଶକ ଅକ୍ଷୟ ମିଶ୍ରଙ୍କ ସହିତ ଏକ ଟିମ ଆଠଗଡ କୁ ଆସି ସହରାଞ୍ଚଳ ବିଭାଗ କର୍ମକର୍ତାଙ୍କ ସହିତ ଆଠଗଡ […]

ସାପୁଆ ନଦୀ ପ୍ରଦୂଷଣ ରୋକିବା ଓ ଗୋଡିଝରିଆ…

Udaya_Labanya | July 3, 2021 | 0

ଆଠଗଡ(ଉଲାପ୍ର)ସାପୁଆ ନଦୀରୁ ପ୍ରଦୂଷଣ ରୋକିବା ଓ ଗୋଡିଝରିଆ ଜଳ ଯୋଗାଣ ପ୍ରକଳ୍ପ ଚାଲୁ କରିବା ଦାବିନେଇ ଆଠଗଡ କଂଗ୍ରେସ ଦଳ ତରଫରୁ ଏକ ସାମ୍ବାଦିକ ସମିଳନୀ ପାର୍ଟି ଅଫିସ ଠାରେ ଅନୁଷ୍ଠିତ ହୋଇଯାଇଛି,ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଉମାବଲଭ ରଥଙ୍କ ଉପସ୍ଥିତିରେ ଏହି ସାମ୍ବାଦିକ ସମ୍ମିଳନୀରେ ତିଗିରିଆ ବ୍ଲକ କଂଗ୍ରେସ ସଭାପତି ସୋମନାଥ ଦାସ,ସୁଦର୍ଶନ ସାହୁ,ଗୋଡିଝରିଆ ଯୋଗେଶ୍ୱରୀ କ୍ଲବର ସଭାପତି ମନୋରଞ୍ଜନ ସାହୁ ପ୍ରମୁଖ ଏହି ସାମ୍ବାଦିକ ସମିଳନୀ ରେ […]

ଭାଇରାଲ ହେବାରେ ଲାଗିଛି ଜଙ୍ଗଲରାଣି ବ୍ଲେସି ପ୍ରଧାନଙ୍କ…

Udaya_Labanya | June 1, 2021 | 0

ଫୁଲବାଣୀ- (ସୁନୀଲ ପଟନାୟକକନ୍ଧମାଳ ଜିଲ୍ଲାର ଦ।ରିଙ୍ଗ ବାଡି ବ୍ଳକ 6ତରା ବାଡି ଗ୍ରାମର ବ୍ଲେସି ପ୍ରଧାନ ଙ୍କ ଫଟୋ ଦିନକୁ ଦିନଭାଇରାଲ ହେବାରେ ଲାଗିଛି ।ବ୍ଲେସି ଙ୍କ ବୟସ ମାତ୍ର ୪ ବର୍ଷ । ହେଲେ ତାଙ୍କ ପାଖରେ ଭରପୁର ପ୍ରତିଦ୍ଭା ରହିଛି । ଓଡ଼ିଶାର କାଶ୍ମିର କୁହାଯାଉଥିବା ଦାରିଙ୍ଗବାଡି ର ବଣ ପାହାଡ଼ ଘେରା ଆଦିବାସୀ ଇଲାକାରେ ରୁହନ୍ତି ବ୍ଲେସି। ବଣ ମଲିପରି ବଣରେ ନଫୁଟି ଆଜିକନ୍ଧମାଳ ଓ ସାରା […]

ଆଠଗଡ ଗଡଜାତର ପରମ୍ପରା ବଡ଼ ନିଆରା,ଫଗୁଦଶମୀ ଠାରୁ…

Udaya_Labanya | March 25, 2021 | 0

ଆଠଗଡ(ଉଲାପ୍ର)ଆଠଗଡ ଗଡଜାତର ପରମ୍ପରା ବଡ଼ ନିଆରା,କାହିଁ କେଉଁ କାଳରୁ ଚାଲି ଆସିଛି ଆଠଗଡ ଗଡଜାତ ରେ ଦୋଳପର୍ବ ଓ ପଞ୍ଚୁଦୋଳ, ଆଠଗଡ ର ତତ୍କାଳୀନ ରାଜା ବିଶ୍ୱନାଥ ଦେବବର୍ମା ଆଠଗଡ କୁ ରାଜବାଟି ଆଣିବା ପୂର୍ବରୁ ପ୍ରଥମେ ନିଜ ଅଞ୍ଚଳରୁ ଅମଳ ହୋଇ ଖମାର ରେ ଭର୍ତ୍ତି ହୋଇଥିବା ଧାନର ଗାଁ ଖମାର ନୂଆଗାଁ ରେ ଫଗୁଦଶମୀ ରେ ଭୋଗ ଖାଇଥାନ୍ତି ରାଧଗୋବିନ୍ଦ, ବିଶ୍ୱନାଥ ଯେହେତୁ ଜଣେ କୃଷ୍ଣ ଭକ୍ତ ଥିଲେ […]

ଆଜିର ନୀତିବାଣୀ

Udaya_Labanya | February 12, 2021 | 0

➡️”ଧର୍ମ ଜ୍ଞାନର ଭଣ୍ଡାର । ଜ୍ଞାନ ସ୍ଥାୟୀ । ଏହା କାହାକୁ ଛାଡି ଚାଲିଯାଏ ନାହିଁ । ଥରେ ଜଣେ କିଛି ଶିକ୍ଷା ଲାଭ କଲେ ଜୀବନଯାକ ତାହା ଭୁଲେ ନାହିଁ ।” ➡️”ମଣିଷ ବୁଦ୍ଧି, ବିବେକ, ଜ୍ଞାନ ଆହରଣ, ଶ୍ରବଣର ଶକ୍ତି ଅନ୍ୟ ପ୍ରାଣୀଙ୍କ ଅପେକ୍ଷା ଯଥେଷ୍ଟ ଅଧିକ । ଏଣୁ ମଣିଷକୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଇଛି ।” ➡️”ଶୁଣି ଶୁଣି ମନେ ରଖାଯାଇ ପାରୁଥିଲା ବୋଲି ପୁରାତନ […]

ରିଲିଜ ହେଲା ମ୍ୟୁଜିକ ଭିଡିଓ ‘ସ୍ଲୋ ମୋଶନ…

Udaya_Labanya | January 7, 2021 | 0

କରୋନା କଟକଣା ଭିତରେ ରିଲିଜ ହୋଇଯାଇଛି ମ୍ୟୁଜିକ ଭିଡ଼ିଓ ‘ସ୍ଲୋ ମୋଶନ ଚାଲି’| ‘ସ୍ଲୋ ମୋଶନ ଚାଲି’ ହେଉଛି ଏକ କ୍ଲବ ଗୀତ | ନିଉ ଇଅର ଡାନ୍ସ ନମ୍ବର କୁହାଯାଉଥିବା ଏହି ପାର୍ଟି ସଙ୍ଗର ବିଶେଷତ୍ୱ ହେଉଛି ଏହା ସମ୍ପୂର୍ଣ୍ଣ ବଲିଉଡ ଶୈଳୀରେ ନିର୍ମିତ ହୋଇଛି | ଏଥିରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ମିସ ଇଣ୍ଡିଆ ଚାର୍ମିଙ୍ଗ ଟାଇଟଲ ବିଜୟିନୀ ପ୍ରିୟଙ୍କା ମହାପାତ୍ର | ତାଙ୍କ ସହିତ ଅଭିନୟ କରିଛନ୍ତି […]

ପିଲା ମାନଙ୍କର ଶୁଭ ମନାସି ମା ମାନେ…

Udaya_Labanya | January 2, 2021 | 0

ଆଠଗଡ(ଉଲାପ୍ର)ପିଲା ମାନଙ୍କର ଶୁଭ ମନାସି ଆଠଗଡ ରେ ମା ମାନେ ପାଳିଛନ୍ତି ବାଟଓଷା,କାହିଁ କେଉଁ କାଳରୁ ଓଡିଶା ରେ ଏହି ବାଟ ଓଷା ପାଳିତ ହୋଇ ଆସୁଛି,ଓଡ଼ିଶାରେ ବାର ମାସରେ ତେର ପର୍ବ ମଧ୍ୟରୁ ଗାଁ ଗହଳି ବ୍ୟତୀତ ସହରରେ ମଧ୍ୟ ବାଟ ଓଷା ପାଳିତ ହୋଇ ଆସୁଛି,ଯୋଉ ମାନଙ୍କର ପିଲାପିଲି ନହୁଏ ସେମାନେ ବାଟ ଓଷା କରି ମାନସିକ କଲେ ପିଲାପିଲି ହୋଇଥାଏ ବୋଲି ବିଶ୍ୱାସ ରହିଛି, ସେହି ପିଲାମାନଙ୍କୁ […]

ଏଟିବିଏନ ଓକିଲ ସଙ୍ଘର ୨୬ ତମ ବାର୍ଷିକ…

Udaya_Labanya | December 6, 2020 | 34

ନୂଆପାଟଣା(ଉଲାପ୍ର)ଆଠଗଡ ଉପଖଣ୍ଡର ଏକମାତ୍ର ଓକିଲ ସଂଘ ଏଟିବିଏନ ଓକିଲ ସଙ୍ଘର ୨୬ ତମ ବାର୍ଷିକ ଅଧିବେଶନ ନୂଆପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି, ସଙ୍ଘର ସଭାପତି ଫଣି ଭୂଷଣ ରଥଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଆଠଗଡ ର ବରିଷ୍ଠ ଆଇନଜୀବୀ ଅଦେଇତ ଚରଣ ପଣ୍ଡା ଓ ନରସିଂହପୁର ର ବରିଷ୍ଠ ଆଇନଜୀବୀ ତ୍ରିଲୋଚନ ମହାପାତ୍ର ଙ୍କୁ ଏଟିବିଏନ ରତ୍ନ ଭାବେ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା, ଏହି ଉତ୍ସଭ ରେ ଅନ୍ୟମାନଙ୍କ ମଧ୍ୟରେ […]

ବିଚିତ୍ରାନନ୍ଦ ମୁଦୁଲି ଙ୍କ ପାଇଁ ତିଗିରିଆ ରେ…

Udaya_Labanya | September 21, 2020 | 0

ତିଗିରିଆ(ଉଲାପ୍ର)ତିଗିରିଆ ଶଂକର୍ଷଣ ମହାଦେବଙ୍କ ମନ୍ଦିରରେ ତିଗିରିଆ ଵ୍ଲକକଂଗ୍ରେସ ତରଫରୁ ସ୍ବର୍ଗତଃ ଵିଚିତ୍ରାନନ୍ଦମୁଦୁଲି ଉଦ୍ଦେଶ୍ୟ ରେ ଶ୍ରଧାଂଜଳି ସଭ ଅନୁଷ୍ଠିତ ହୋଇଥିଲା।ଅଚଳକୋଟ ସରପଞ୍ଚ ଗୌରହରିପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶ୍ରଧାଂଜଳି ସଭାରେ ସର୍ଵଶ୍ରୀ ଗୀରିଜାଭୂଷଣ ପଟ୍ଟନାୟକ, ସରୋଜ ଦାସ,ମେହେଵୁଵ ଅହମ୍ମଦଖାଁ,ଜିତେନ୍ଦ୍ରମାଝି,ମାନସମଲ୍ଲିକ,ମନୋରଂଜନ ଦାସ ଓ ରଂକନିଧିବେହେରା ପ୍ରମୁଖ କଂଗ୍ରେସ ନେତା ମାନେ ସ୍ବର୍ଗତଃ ମୁଦୁଲିଙ୍କର ଗୁଣଗାନ କରିବାସହ ସେ କଟକ ଗ୍ରାମ୍ୟ ଉନ୍ନୟନ ଵିଭାଗର ନୀର୍ଵାହିଯନ୍ତ୍ରି,ଅଧିକ୍ଷଣଯନ୍ତ୍ରି ଓ ରାଜ୍ୟରମୂଖ୍ୟ ଯନ୍ତ୍ରୀ ଥିବା ସମୟରେ ତିଗିରିଆ […]

Archives

Categories