Connect with us

Exclusive

ମହୋତ୍ସବ ପାଇଁ ଅଣ୍ଟା ଭିଡ଼ିଲେ, ଗଡ଼ଜାତ ପରିକ୍ରମା, ଆଠଗଡ଼

Published

on

ଆଠଗଡ ରେ ପୁଣି ଆରମ୍ଭ ହେବ ମହୋତ୍ସବ, ଗଡଜାତ ପରିକ୍ରମା ଆୟୋଜନ ରେ ଆସନ୍ତା ମାସ ଜାନୁଆରୀ 13 ତାରିଖ ଠାରୁ 17 ତାରିଖ ପର୍ଯ୍ୟନ୍ତ ମହୋତ୍ସବ ପଡ଼ିଆରେ ଗଡ଼ଜାତ ମହୋତ୍ସବ ଆରମ୍ଭ ହେବାକୁ ଯାଉଛି,ଦଳମତ ନିର୍ବିଶେଷରେ ଏହି ମହୋତ୍ସବ କୁ ପାଳନ କରିବା ପାଇଁ ସମସ୍ତେ ପରାମର୍ଶ ଦେଇଥିଲେ,ବିଧାୟକ ତଥା ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମହୋତ୍ସବକୁ ଆଗେଇ ନେବାକୁ ସମସ୍ତେ ପରାମର୍ଶ ରଖିଥିଲେ,ଗଡଜାତ ଅଞ୍ଚଳ ର୍ ସାହିତ୍ୟ,ସଂସ୍କୃତି, ଐତିହ୍ୟ,ପରମ୍ପରା ଓ ଲୋକକଳା କୁ ଲୋକଲୋଚନକୁ ଆଣିବା ସହିତ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ମହୋତ୍ସବ ରେ ସମ୍ବର୍ଦ୍ଧିତ କରାଯିବା ସହିତ ଓଡ଼ିଶାର ସମସ୍ତ ଗଡଜାତ ଗଡଜାତ ମହୋତ୍ସବ ରେ ବାନ୍ଧି ହେବାକୁ ବିଚାର ବିମର୍ଶ ହୋଇଥିଲା।

Share this
Continue Reading
Click to comment

Leave a Reply

Your email address will not be published. Required fields are marked *

Breaking News

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ, ପାରିପାଶ୍ୱିକ ଉନତି ଠପ, କମ୍ପାନୀ ଭିତରେ ଶହ ଶହ ବନ୍ୟଜନ୍ତୁ, ବିଲରେ ପଡୁଛି କଳା ଧୂଆଁ

Published

on

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା, ଲୋକଙ୍କ ବିଲ ଭିତର ଦେଇ କମ୍ପାନୀର ପାଇପ ଗଲା, ସରକାର mou ବେଳେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଦେବବୋଲି ପ୍ରତିଶୃତି ଦେଇଥିଲା  ହେଲେ ଏବେ ସେ ପ୍ରତିଶୃତି ପାଣିର ଗାର ପାଲଟିଛି, ଆମ ଜଙ୍ଗଲ ନେଲା,ଆମ ପାଣି ନେଲା ଆଉ ଲୋକଙ୍କୁ ଅଗ୍ରାଧିକାର ଦେଲାନାହିଁ, ଯାହା ଫଳରେ ଯୋଉ ଜଙ୍ଗଲ ରେ ହାତୀ ରହିବା କଥା ସେହି ଜଙ୍ଗଲରେ ଗଢି ଉଠିଲା ଆରତୀ ଷ୍ଟିଲ ପ୍ଲାଣ୍ଟ, ଘଣ୍ଟିଖାଲ ନିକଟବର୍ତ୍ତୀ କଖଡି ପଞ୍ଚାୟତ ର ମହାନଦୀ ରେ କମ୍ପାନୀ ଇଣ୍ଟେକ ୱେଲ ଖୋଳି  ପାଣିନେଲା, ପଞ୍ଚାୟତ ର ସମସ୍ୟା ଦୂରହେଲା ନାହିଁ କିମ୍ବା ସ୍ଥାନୀୟ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ମିଳିଲା ନାହିଁ, ଦ୍ୱିତୀୟରେ କମ୍ପାନୀ ପ୍ରତିଷ୍ଠା ହେବାପରେ

କମ୍ପାନୀ ଛାଡିଲା କଳା ଧୂଆଁ  ଏବଂ ଚାଷୀ ଙ୍କ ବିଲରେ ପଡିଲା କଳା ଧୂଆଁ ଆସ୍ତରଣ ଏବଂ ଚାଷୀ ଫସଲରୁ ବଞ୍ଚିତ ହେଲା, କମ୍ପାନୀର କଳାଧୂଆଁ ନଦୀ ଓ ପୋଖରୀରେ ମିଶିଲା ଏବଂ ମସ୍ଥ୍ୟ ଚାଷୀ କ୍ଷତି ସହିଲେ, ଚତୁର୍ଥରେ ପାରିପାର୍ଶକ ଉନତି କରିବାକଥା ଆରତୀ ଷ୍ଟିଲ ପ୍ଲାଣ୍ଟ ହେଲେ ତାକୁ ମଧ୍ୟ ଭୁଲିଗଲା କମ୍ପାନୀ, ପଞ୍ଚମରେ ଅନେକ ବନ୍ୟଜନ୍ତୁ ଏବେବି ଆରତୀ ଷ୍ଟିଲ ପ୍ଲାଣ୍ଟ ମଧ୍ୟରେ ଅଛନ୍ତି ସେମାନଙ୍କ ରହଣି ପାଇଁ କୌଣସି ପ୍ରକାର ବ୍ୟବସ୍ଥା କରିନି କମ୍ପାନୀ, ଏମିତିକିଛି ଦାବିନେଇ ଗତ ଗୁରୁବାର ଦିନ କଖଡି ଠାରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ତରଫରୁ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଥିଲା ଯୋଉଥିରେ ସରପଞ୍ଚ କଳ୍ପନା  ଛତାର, ସମିତିସଭ୍ୟ ପ୍ରଦୀପ

କୁମାର ମହାନ୍ତି ଯୋଗଦେଇ ଆରତୀ ଷ୍ଟିଲ ପ୍ଲାଣ୍ଟ ର ମନ ମାନିକୁ ନେଇ ବିଷୋଦ୍ଗାର କରିଥିଲେ, ଆଗାମୀ ଦିନରେ ଯଦି ଆରତୀ ଷ୍ଟିଲ ପ୍ଲାଣ୍ଟ କଖଡି ଗ୍ରାମ ପଞ୍ଚାୟତ ର ଯଦି ଉନତି ନକରେ ତେବେ କମ୍ପାନୀ ଆଗରେ ପଞ୍ଚାୟତ ବାସି ଧାରଣା ଦେବେବୋଲି ଚେତାବନୀ ଦେଇଛନ୍ତି ସରପଞ୍ଚ ଓ ସମିତି ସଭ୍ୟ,

Share this
Continue Reading

Breaking News

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର ନୂତନ ସୋରୁମ

Published

on

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ ଉମେଶ ଅଗ୍ରୱାଲ, ଏହି ସୋରୁମଟି ରହିଛି ଗଦାସାହି ଛକ ଦୁର୍ଗା ବଜାରରେ, ବହୁ ନାମୀ ଦାମୀ କମ୍ପାନୀର ଡ୍ରେସ ସାମଗ୍ରୀ ପୁରୁଷ ଓ ମହିଳା ମାନଙ୍କ ବିଭିନ୍ନ ପ୍ରକାର ପ୍ୟାଣ୍ଟ, ସାର୍ଟ ରହିଛି, ସାଧାରଣ ରେ ଏହି ମ୍ୟାନ ଷ୍ଟୋର କାଉଣ୍ଟର ଟି ବେଶ ଆଦୃତ ହେଵବୋଲି ପ୍ରୋପଇଟର ଜିତେନ୍ଦ୍ର କରଣ ଆଶାବ୍ୟକ୍ତ କରିଛନ୍ତି,

Share this
Continue Reading

Breaking News

୧୦ ବର୍ଷର ଅପେକ୍ଷା…ସାବିତ୍ରୀଙ୍କ ପାଖକୁ ଫେରିଲେ ସତ୍ୟବାନ୍‌

Published

on

ଅନୁଗୁଳ ( ଉଲ୍ଲାପ୍ର )ସାବିତ୍ରୀ…ସ୍ୱାମୀ ସତ୍ୟବାନ୍‌ଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇ ଆଣିଥିଲେ। ହେଲେ ଆମେ ଆପଣଙ୍କୁ ଏମିତି ଜଣେ ସାବିତ୍ରୀଙ୍କ କଥା କହିବୁ, ଯିଏ ସ୍ୱାମୀଙ୍କ ବାଟକୁ ୧୦ ବର୍ଷ ହେଲା ଚାହିଁ ରହିଥିଲେ।ସ୍ୱାମୀ ଫେରିବେ, ସ୍ୱାମୀ ଆସିବେ ଏହି ଆଶାରେ ବିତିଗଲା ତାଙ୍କର ୧୦ ବର୍ଷ।ସତକୁ ସତ ସ୍ୱାମୀ ମଧ୍ୟ ଫେରିଲେ। ସ୍ୱାମୀ ଯାଇଥିଲେ ତ ଯାଇଥିଲେ ଆଉ ଘରକୁ ଫେରିନଥିଲେ। ହେଲେ ଶେଷରେ ସ୍ତ୍ରୀର ନିଷ୍ଠା ଓ ପ୍ରାର୍ଥନା ସତ ପ୍ରମାଣିତ ହୋଇଛି। ଆଉ ସ୍ୱାମୀ ଫେରିବା ପରେ ଘରେ ଖୁସି କହିଲେ ନସରେ।

ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଯତିନ୍ଦ୍ର ବେହେରା ୧୦ ବର୍ଷ ପରେ ଘରକୁ ଫେରିଛନ୍ତି। ଘରକୁ ଫେରିବା ପରେ ପରିବାରରେ ଖୁସିର ମାହୋଳ ଖେଳି ଯାଇଛି। ହେଲେ ଏହି ୧୦ ‍ବର୍ଷ ତାଙ୍କ ବାଟ ଚାହିଁ ବସିଥିଲେ ପତ୍ନୀ, ମା’, ଝିଅ ଓ ପୁଅ। ନିଇତି ପୁଅକୁ ମନେ ପକାଇ ମା’ ଆଖିର ଲୁହ ଯେମିତି ଶୁଖି ଯାଇଥିଲା। ସ୍ତ୍ରୀ ମଧ୍ୟ ସେମିତି ଚାତକ ପରି ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ। ପୁଅ ଓ ଝିଅ ମଧ୍ୟ ଏବେ ବାପାଙ୍କୁ ପାଖରୁ ପାଇ ବେଶ୍ ଖୁସି।

୨୦୧୩ ମସିହା ଅକ୍ଟୋବର ମାସରେ ଛେଣ୍ଡିପଦାର ଯତିନ୍ଦ୍ର ଝିଅର ଜନ୍ମଦିନରେ ହିଁ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ଅନେକ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ପତ୍ତା ମିଳି ପାରିନଥିଲା। ପୋଲିସରେ ଏତଲା ପରେ ବି ତାଙ୍କ ଖୋଜ ଖବର ପାଇନଥିଲେ କେହି। ତଥାପି ଆଶା ଛାଡ଼ି ନ ଥିଲେ ଯତୀନ୍ଦ୍ରଙ୍କ ମା’ ଯଶୋଦା ଓ ସ୍ତ୍ରୀ ଆରତି ବେହେରା। ଯତୀନ୍ଦ୍ର ଯେ ଦିନେ ନିଶ୍ଚିତ ଘରକୁ ଫେରିବେ ସେହି ବିଶ୍ୱାସକୁ ଭରସା କରି ଅପେକ୍ଷା କରିଥିଲେ ପରିବାର ଲୋକ। ଯତୀନ୍ଦ୍ରଙ୍କ ମାନସିକ ଅବସ୍ଥା ଭଲ ନଥିବାରୁ ପରିବାର ଲୋକେ ତାଙ୍କୁ ନେଇ ଚିନ୍ତିତ ଥିଲେ। ତେବେ ସ୍ୱାମୀ ଘରୁ ଚାଲିଯିବା ପରେ ଯତିନ୍ଦ୍ରଙ୍କ ପତ୍ନୀ ଏକାକୀ ୧୮ ମାସର ପୁଅ, ୫ ବର୍ଷ ଝିଅ ଓ ଶାଶୁଙ୍କ ଦାୟିତ୍ୱ ସମ୍ଭାଳିବା ସହ ଘର ଚଳାଉ ଥିଲେ।

ଯତିନ୍ଦ୍ରଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ କୌଣସି ପ୍ରକାରେ ସେ ମଧ୍ୟପ୍ରଦେଶ ଚାଲି ଯାଇଥିଲେ। ସେଠାରେ ଏକ ଢାବାରେ କାମ କରି ଜୀବନ ନିର୍ବାହ କରୁଥିଲେ। ହଠାତ୍‌ ଜଣେ ଓଡ଼ିଆ ଟ୍ରକ୍‌ ଡ୍ରାଇଭରଙ୍କ ସହ ତାଙ୍କର ଭେଟ ହୋଇଥିଲା। ଏହାପରେ ଦୀର୍ଘ ୧୦ ବର୍ଷ ପରେ ପରିବାର ଲୋକଙ୍କ ଉଦ୍ଦେଶ୍ୟରେ ଯତିନ୍ଦ୍ର ଚିଠି ଲେଖିଥିଲେ। ସମ୍ପୃକ୍ତ ଟ୍ରକ୍‌ ଡ୍ରାଇଭର ଅନ୍ୟ ଜଣେ ଟ୍ରକ୍ ଡ୍ରାଇଭରଙ୍କ ସହାୟତାରେ ଯତିନ୍ଦ୍ରଙ୍କ ଚିଠିକୁ ତାଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚାଇ ଥିଲେ।

ଏହା ଜାଣିବା ପରେ ଯତିନ୍ଦ୍ରଙ୍କ ପରିବାର ଲୋକ ଛେଣ୍ଡିପଦା ପଞ୍ଚାୟତର ସରପଞ୍ଚଙ୍କୁ ଜଣାଇଥିଲେ। ଏନେଇ ସରପଞ୍ଚ ଓ ଯତିନ୍ଦ୍ରଙ୍କ ପରିବାର ଲୋକ ଛେଣ୍ଡିପଦା ଥାନା ସହ ଯୋଗାଯୋଗ କରିଥିଲେ। ଥାନାଧିକାରୀ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏକ ପୋଲିସ୍‌ ଟିମ୍‌ ସହାୟତାରେ ଯତିନ୍ଦ୍ରଙ୍କ ପରିବାରର ସଦସ୍ୟଙ୍କ ସହ ଗତ ୧୪ ତାରିଖରେ ମଧ୍ୟପ୍ରଦେଶ ଯାତ୍ରା କରିଥିଲେ। ଶେଷରେ ସ୍ଥାନୀୟ ପୋଲିସ୍‌ ସହାୟତାରେ ଯତୀନ୍ଦ୍ରଙ୍କୁ ଉଦ୍ଧାର କରାଯାଇ ଘରକୁ ଫେରାଇ ଆଣିଥିଲେ।

ବିଶ୍ୱାସ ଥିଲେ ସ୍ୱାମୀ ଫେରିବେ, ଭରସା ଥିଲା ସେ ଆସିବେ ଆଉ ୧୦ ବର୍ଷ ପରେ ସେସବୁ ସତ ହୋଇଛି।

Share this
Continue Reading
Advertisement
Uncategorized1 week ago

ଆଜିର ରାଶିଫଳ

Uncategorized2 weeks ago

ନଭେମ୍ବର 19 ତାରିଖ ରବିବାର🌹꧁ ଆଜିର ରାଶିଫଳ🌹ମେଷ🌹👉 : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।✧═════•❁❀❁•═════✧🌹ବୃଷ 🌹👉: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।✧═════•❁❀❁•═════✧🌹ମିଥୁନ🌹👉 : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।✧═════•❁❀❁•═════✧🌹କର୍କଟ🌹👉 : ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।✧═════•❁❀❁•═════✧🌹ସିଂହ 🌹👉: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।✧═════•❁❀❁•═════✧🌹କନ୍ୟା 🌹👉: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।✧═════•❁❀❁•═════✧🌹ତୁଳା🌹👉: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।✧═════•❁❀❁•═════✧🌹ବିଛା🌹👉 : ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।✧═════•❁❀❁•═════✧🌹ଧନୁ 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।✧═════•❁❀❁•═════✧🌹ମକର 🌹👉: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।✧═════•❁❀❁•═════✧🌹କୁମ୍ଭ🌹👉 : ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।✧═════•❁❀❁•═════✧🌹ମୀନ🌹👉 : ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

Trending