#Breaking News

ମା ଭବାନୀ ମାର୍କେଟ କମିଟି ର ନୂତନ କର୍ମକର୍ତା ନିର୍ବାଚନ


ଫୁଲବାଣୀ (ସୁନୀଲ ପଟନାୟକ )
ରବିବାର ଫୁଲବାଣୀ ସହରର ମା ଦୀକୁନ୍ଦ l ଛକ ସ୍ଥିତ ମା ଭବାନୀ ମାର୍କେଟ କମିଟିର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା l
ଏଥିରେ ସଭାପତି ଭାବେ ଲୋହିତ ନାରାୟଣ ମହାରଣା, ଉପ ସଭାପତି ଭାବେ ସନ କ ନାୟକ, ସମ୍ପାଦକ ଭାବେ ବରିଷ୍ଠ ସାମ୍ବାଦିକ ତଥାଜଣାଶୁଣା ବ୍ୟବସାୟୀ ଶିବ ବିଶ୍ୱାଳ, କୋଷାଧ୍ୟକ୍ଷ ଭାବେ ମନୋଜ ପ୍ରଧାନ, ଓ ସହ କୋଷାଧକ୍ଷ ଭାବେ ଧୀରଜ ପାତ୍ର ନିର୍ବାଚିତ ହୋଇଛନ୍ତି l
ସେହିପରି ପରା ମର୍ଶ ଦା ତା କମିଟି ସଦସ୍ୟ ଭାବେ ପରମାନନ୍ଦ ସାମନ୍ତ, ଯୋଗେନ୍ଦ୍ର ବାରିକ, ଶଙ୍କର ସାହୁ, ପ୍ରଫୁଲ୍ଲ ସାହୁ, ସମିରବେହେରା, ଅନିଲ ପଟନାୟକ, ସେସଦେବ ପ୍ରଧାନ , ଗୌରାଙ୍ଗ ଚରଣ ପାଢ଼ୀ, ସୂର୍ଯ୍ୟ ନାରାୟଣ ସୁବୁଦ୍ଧି, ପ୍ରମୁଖଙ୍କୁ ମନୋନୀତ କରାଯାଇଥିବା ସମ୍ପାଦକ ବିଶ୍ୱାଳ କହିଛନ୍ତି l
ବ୍ୟବସାୟ କ୍ଷେତ୍ର ରେ ଯେ କୌଣସି ସମସ୍ୟା ସୃଷ୍ଟି ହେଲେ କିମ୍ବା କେହି ଅସୁବିଧା ରେ ପଡିଲେ ସଂଘ ସହାୟତା ଯୋଗାଇଦେବ ବୋଲି ସମ୍ପାଦକ ବିଶ୍ୱାଳ ସୂଚନା ଦେଇଛନ୍ତି l

Leave a comment

Your email address will not be published. Required fields are marked *