#Breaking News

ଯୁବ ଆଇଏଫଏସ ପ୍ରଶାନ୍ତ ପଟେଲ ଫୁଲବାଣୀ ନୂତନ ବନଖଣ୍ଡ ଅଧିକାରୀ


ଫୁଲବାଣୀ (ସୁନୀଲ ପଟନାୟକ )
ଯୁବ ଆଇ ଏଫ ଏସ ପ୍ରଶାନ୍ତ ପଟେଲନୂତନ ଭାବେ ଫୁଲବାଣୀ ବନ ଖଣ୍ଡ ଅଧିକାରୀ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି l
ପଟେଲ ଡେ଼ରାଡ଼ୁନ ରୁ ଦକ୍ଷତା ର ସହଗତ ୩୧ /0୮ /୨୨ ରେ ଟ୍ରେନିଂ ସାରି ଫୁଲବାଣୀ ଡିଭିଜନ ର ଇନଚାର୍ଜ ଡ଼ିଏଫ ଓ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି l
ଏଥି ପୂର୍ବରୁ ଫୁଲବାଣୀ ଡ଼ିଏଫ ଓ ଥିବା ଳକ୍ଷ୍ମୀ ଧର ବେହେରା ଆଇ ଏଫଏସ. ଅବସର ଗ୍ରହଣ କରିବା ପରେ ବାଲିଗୁଡା ଡ଼ିଏଫଓ ବିସ୍ବରାଜପଣ୍ଡା ଫୁଲବାଣୀ ଡ଼ିଏଫଓଭାବେ ଅତିରିକ୍ତ ଦାଇତ୍ୱ ରେ ଥିଲେ l
ନୂତନ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ ଵିଶେଷ କରି ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି, ବନ୍ୟ ପ୍ରାଣୀ ସୁରକ୍ଷା, ଓ ମୂଲ୍ୟବାନ ଜଙ୍ଗଲ ଯେପରି ନିଆଁ ଦାଉରୁ ରକ୍ଷା କରାଯିବ ସେ ଦିଗରେ ଦ୍ରୁଷ୍ଟି ଦେବେ ବୋଲି କୁହାଯାଇଛି l
ପଟେଲ ଦାଇତ୍ୱ ଗ୍ରହଣ କରିବା ପରେ ସମସ୍ତ ରେଞ୍ଜର ଓ ବନକର୍ମଚାରୀ ମାନେ ସ୍ଵାଗତ ସମ୍ବର୍ଧନା ଜଣାଇଥିଲେ l

Leave a comment

Your email address will not be published. Required fields are marked *