#Breaking News

କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟ ରେ କୋଭିଡ଼ -୧୯ ମନିଟରିଙ୍ଗ ସେଲ ଖୋଲିଲା


ଫୁଲବାଣୀ-(ସୁନୀଲପଟନାୟକ)
କୋଭିଡ଼-୧୯ର ସୁପରିଚାଳନା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚବିଶ ଘଣ୍ଟିଆ ମନିଟରିଙ୍ଗ ସେଲ ଖୋଲିଲା।
6 କ। ର ନାର ୩ୟ ଲହର ଦିନକୁ ଦିନ ବୁଦ୍ଧି ପାଇବା ଫଳରେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗୁରୁବାରଠାରୁ କୋଭିଡ଼ମନିଟରିଙ୍ଗ ସେଲ ଖୋଲିଲା। ଏହା ଦିନ ରାତି ୨୪ଘଣ୍ଟା ଖୋଲା ରହିବ । ଏହାର ସୁପରିଚାଳନା ପାଇଁ ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ଫୁ ଲବାଣୀ ବିରେନ୍ଦ୍ର କୁମାର ଦାସଙ୍କୁଦାୟିତ୍ଵ ଦିଆଯାଇଛି ।
କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ଦୃଷ୍ଟିଦେବେ ବୋଲି କହିଛନ୍ତି ପ୍ରକଳ୍ପ ପ୍ରଶାସକ ଦାସ।
କନ୍ଧମାଳ ଜିଲ୍ଲାପାଳ ମଧ୍ୟ କରେ ନା ସଚେତନତା, ସହ ଟ୍ରେସିଙ୍ଗ, ଟ୍ରିଟମେଣ୍ଟ, ଟ୍ରା କିଙ୍ଗ ଉପରେ ଗୁରୁତ୍ଵ ଦେଇଛନ୍ତି ।

Leave a comment

Your email address will not be published. Required fields are marked *