#Uncategorized

ଫିରିଙ୍ଗିଆ ବନ ବିଭାଗ ପକ୍ଷରୁ ସଚେତନତା ରଥ ବୁଲିଲା


ଫୁଲ ବାଣୀ- (ସୁନୀଲ ପଟନାୟକ) ଫୁଲ ବାଣୀ ବନ ଖଣ୍ଡ ଅଧିନସ୍ତ
.ଫିରଙ୍ଗିଆ 6ରଂଜ ଅଧିନସମସ୍ତ ଜଙ୍ଗଲରେ ଜଙ୍ଗଲ ବିଭାଗ ଅଫିସର,କର୍ମଚାରୀ ଓ ସ୍ଥାନୀୟ ବନ ସରକ୍ଷଂଣ ସମିତିର ସ ପୂର୍ଣ୍ଣ ସହାୟତାରେ ଜଙ୍ଗଲରେ ଲାଗିଥିବା ନିଆଁ ସଂପୂର୍ଣ୍ଣ ଆୟତ କରାଯିବା ସହ ଏବେ ଲୋକଙ୍କୁ ସଚେତନ କରିବାକୁ ଅଣ୍ଟାଭିଡିଛିବନବିଭାଗ Iତେବେ ଆଗକୁ ଆହୁରି ଖରା ଦିନ ରହିଛି ଫଳ ରେ ଆଗାମୀ ଦିନରେ ଯେପରି ଜଙ୍ଗଲରେ ଆଉ ନିଆଁ ନ ଲାଗିବ ସେଥିପାଇଁ ଫିରିଙ୍ଗିଆ 6ରଂଜଅଫିସର ବିଜୟ କୁମାର ମଲିକଙ୍କ ନେତୃତ୍ଵରେ ଫିରିଙ୍ଗିଆ ବନବିଭାଗ 6ରଂଜ ଅଧିନରେ ଥିବା ବିଭିନ୍ନ ଜଙ୍ଗଲ ତଳି ଗ୍ରାମଗୁଡିକରେ ସଚେତନତା ରଥ ବୁଲି ପ୍ରଚାର କରିବା ସହ ସ୍ଥାନୀୟ ଲୋକଙ୍କୁ ନେଇ ରାଲୀ କରାଯାଉଛି।ମୂଲ୍ୟବାନ ଜଙ୍ଗଲ ଓ ବନ୍ୟ ପ୍ରାଣୀମାନେ ଯେପରି ସୁରକ୍ଷିତ ରହିବେ ସେନେଇ 6ରଂଜର ମାଲିକ ଙ୍କ ସମେତ ବନପାଳ ସରୋଜ ମିଶ୍ର

ଫରେଷ୍ଟ ଗାର୍ଡ ,ପାରାସ୍କାର୍ଡ, ଓ ଫାଇର ସ୍କ୍ବାର୍ଡ ମିଶି ବନ୍ଧ ଗଡ,ରତଙ୍ଗ . ଆଦି ବିଭିନ୍ନ ଗ୍ରାମରେ ହାତରେ ସଚେତନତା ରଥ ବୁଲିବା ସହ ଗ୍ରାମରେ ରାଲି ଓ ମିଟିଙ୍ଗ କରାଯାଇ ବ୍ୟାପକ ଜନ ସଚେତନତା କରାଯିବା ସହ ଜଙ୍ଗଲ ସୁରକ୍ଷା ଜୀବନରକ୍ଷା ନେଇ ଶପଥ ପାଠ କରାଯାଇଥିଲା। ଗ୍ରାମର ପୁରୁଷ ଓ ମହିଳାମାନେ ସହଯୋଗ କରିଥିଲେ।
ବନ ବିଭାଗ ପକ୍ଷରୁ ଜଙ୍ଗଲରେ ନିଆଁ ନ ଲଗାଇବା ଲାଗି କୁହାଯାଇଥିଲା। ନିଆଁ ଲଗାଇବା ଗୁରୁତର ଅପରାଧ 6 ଏଥିପାଇଁ ୭ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ଥିବା ନେଇ 6ରଂଜର ଓଫରେଷ୍ଟରଗ୍ରାମବାସୀଙ୍କୁ ଅବଗତ କର।ଇଥିଲେ।
ଏଥିସହ ଜଙ୍ଗଲ ନିଆଁ ଲାଗିବା ନେଇ ବିଭାଗକୁ ଆଗୁଆ ସୁଚନା ଦେଲେ ବିଭାଗ ପକ୍ଷରୁ ତିନି ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା ମଧ୍ୟ କରାଯା ଉଛି।
ସେହିପରି ଜଙ୍ଗଲରେ ନିଆଁ ଲାଗିବା ଏକ ଜାତୀୟ ବିପତ୍ତି । ଏହି ଜଙ୍ଗଲ ନିଆଁ ଯୋଗୁ କୋଟି କୋଟି ଟଙ୍କାର ମୂଲ୍ୟ ବାନ ଔଷଧୀୟ ବୃକ୍ଷ ସବୁ ଜଳି ପୋଡି ନଷ୍ଟ ହେଉଛି।
ବହୁ ଜୀବ ଯନ୍ତୁଙ୍କ ଅକାଳ ମୃତ୍ୟୁ ହେଉଛି। ଏଣୁ ଜଙ୍ଗଲ ସୁରକ୍ଷା ସହ ଜଙ୍ଗଲ ସଂପଦ ବୃଦ୍ଧି ହେବା ସହ ବନ୍ୟ ଜନ୍ତୁ ବଢିଲେ ପରିବେଶରେ ସନ୍ତୁଳନ ଆସିବ ବେ।ଲି କହିଥିଲେ ରେ ଜଂର ମଲିକ I
ଏ ସବୁ ସଚେତନତା ରାଲୀର ସକାରାତ୍ମକ ପ୍ରଭାବ ଗ୍ରାମବାସୀଙ୍କ ଉପରେ ପଡୁଥିବା କଥା 6ରଂଜର ମଲିକ କହିଛନ୍ତି ।
ଏହିସଚେତନତା ରାଲୀ ପ୍ରତି ଗ୍ରାମରେ କରାଯା ଉଛି ଫଳରେ ଆଗକୁ ଜଙ୍ଗଲରେ ନିଆଁ ଲାଗିବନି ବୋଲି ରେ ଜଂର ବିଜୟମଲିକ ଆଶା ପ୍ରକଟ କରିଛନ୍ତି ।
6ରଂଜ ଅଫିସର ମାଲିକ ଓ ଫରେଷ୍ଟର ସରୋଜ ମିଶ୍ର ଙ୍କ ନିଷ୍ଠାପର ଉଦ୍ୟମ,କାର୍ଯ୍ୟଦକ୍ଷତା, ବିଶେଷ ଜ୍ଞାନକୌଶଳ, ପାରଦର୍ଶିତା ସାଙ୍ଗକୁ ସମୟୋଚିତ ପଦ କ୍ଷେପ ଯୋଗୁଁ ଫିରିଙ୍ଗିଆ6ରଂଜ ଅର୍ନ୍ତଗତ ଜଙ୍ଗଲ ଓ ପରିବେଶ ସୁରକ୍ଷା ହୋଇପାରିବ ବୋଲି ମତପ୍ରକାଶ ପାଇଛି।
ସେହିପରି ଜଙ୍ଗଲ ନିଆଁ ଖବର ପାଇବାପାଇଁ ଫୁଲବାଣୀ ସ୍ଥିତବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ସମସ୍ତ 6ରଂଜକାର୍ଯ୍ୟାଳୟରେ ମଧ୍ୟ ଏକ ଚବିଶି ଘଣ୍ଟିଆ କଣ୍ଟ୍ରୋଲ ରୁମର ବ୍ୟବସ୍ଥା ରହିଥିବା ସହ ହରଦମ କର୍ମଚାରୀ ଡ୍ୟୁଟିରେ ରହି ସତର୍କ ନଜର ରଖିଥିବା ରେ ଜଂର ମଲିକ କହିଛନ୍ତି।
ବନ ବିଭାଗର ସଚେତନ କାର୍ଯ୍ୟକ୍ରମ ଆଗକୁ ଜଙ୍ଗଲ ସୁରକ୍ଷାକରିବାରେ କିଭଳି ପ୍ରଭାବ ପକାଇବ ତାହା ଦେଖିବାର କଥା।

Leave a comment

Your email address will not be published. Required fields are marked *