କୁମାରୋସ୍ଥାବ ସମିତି ଦ୍ୱାରା ଫୁଲ ବଉଳବେଣୀ କାର୍ଯ୍ୟକ୍ରମ…

Udaya_Labanya | October 21, 2021 | 0

ଆଠଗଡ( ଉଲାପ୍ର)ଆଠଗଡ ର କୁମାରୋସ୍ଥବ ସମିତି,ଗଡଜାତ ପରିକ୍ରମା,ୟୁବା ଅନୁଷ୍ଠାନ ଓ ଇନର ହୁଇଲ କ୍ଲବ ର ମିଳିତ ଆୟୋଜନ ରେ ସ୍ଥାନୀୟ ଚାନ୍ଦବାଲି ଛକ ହନୁମାନ ମନ୍ଦିର ରେ ଆୟୋଜନ ହୋଇଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ଫୁଲ ବଉଳବେଣୀ, ସନ୍ଧ୍ୟାରେ ଚାନ୍ଦ ବନ୍ଦାପନା ପରେ ଅନୁଷ୍ଠିତ ହୋଇଥିଲା ଏକ ସଭା,ଏଥିରେ କୁମାରୋସ୍ଥବ ସମିତିର ସଭାପତି ପୁଲିନ ମିଶ୍ର ସଭାରେ ସଭାପତିତ୍ୱ କରିଥିବା ବେଳେ ଇନର ହୁଇଲ କ୍ଲବ ର ସଭାପତି ଇନା ପୁରୋହିତ […]

କରୋନା ଫିକା କରିଦେଲା ରଜପର୍ବ

Udaya_Labanya | June 14, 2021 | 0

ଫୁଲ ବାଣୀ- (ସୁନୀଲ ପଟନାୟକ) ଆଜି ପହିଲି ରଜ,ବର୍ଷକରେ ଥରେ ଆସେ ରଜା ଫଳରେ ଝିଅମାନେ ଏହିଦିନ କୁ ଅପେକ୍ଷା କରିଥାନ୍ତି ମନଭରି ଉପଭୋଗ କରିବ।କୁ । ହେଲେ କରେ ନା ପାଇଁଗତବର୍ଷ ପରି ଏ ବର୍ଷ ମଧ୍ୟ କରୋନାମହା ମାରି ର ଦ୍ଵିତୀୟ ଲହରଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଫିକା କରିଦେଇଛି ରଜ ପର୍ବକୁ। ଏଥର ସାଙ୍ଗସାଥି ନୁହେଁ ବରଂ ନିଜ ଘରେ ଦୋଳୀ ଲଗାଇ ରଜପାଳିଛନ୍ତି ଝିଅମାନେ […]

କୋଭିଡ କଟକଣା ମଧ୍ୟରେ ଆଠଗଡ ରେ ୮୬ତମ…

Udaya_Labanya | April 1, 2021 | 0

ଆଠଗଡ(ଉଲାପ୍ର)ଆଠଗଡ ଉପଖଣ୍ଡରେ ୮୬ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି,ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସ ଗୃହରେ ଅନୁଷ୍ଠିତ ହୋଇଯାଇଛି ଉତ୍କଳ ଦିବସ,ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତି ଏହି ଦିବସ ଅବସରରେ ଓଡ଼ିଆର ପ୍ରାଣ ପ୍ରତିଷ୍ଠାତା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜ,ଉତ୍କଳ ମଣି ଗୋପବନ୍ଧୁ ଦାସ,ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରିବା ସହିତ ପ୍ରଦିପ ପ୍ରଯ୍ୟଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା,ଭାଷାଭିତିକ ପ୍ରଥମ […]

🌹☘️” ମହାପୁରୁଷଙ୍କ ବାଣୀ “☘️🌹

Udaya_Labanya | February 12, 2021 | 0

. ➡️”ହାତରେ ସବୁବେଳେ ଟିକିଏ ସୁଗନ୍ଧ ରହିଥାଏ ଯେଉଁ ହାତ ଆପଣଙ୍କୁ ଗୋଲାପ ଫୁଲଟିଏ ଦେଇଥାଏ | – ରବିନ୍ ଶର୍ମା |” ➡️”ଅର୍ଥନୈତିକ ପ୍ରସଙ୍ଗ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଯାହା ଦ୍ୱାରା ଆମେ ଆମର ସବୁଠାରୁ ବଡ ଶତ୍ରୁ ଦାରିଦ୍ର ତଥା ବେକାରୀ ସହିତ ମୁକାବିଲା କରିପାରିବା। – ଲାଲ ବାହାଦୂର ଶାସ୍ତ୍ରୀ” ➡️”ଯଦି ଆଶ୍ରୟ ବଦଳରେ ନିର୍ଭରଶୀଳଙ୍କଠାରୁ କାମ ନିଆଯାଏ, ତେବେ ଏହା ଚାକିରି ଅପେକ୍ଷା ଖରାପ […]

ଶ୍ରାବଣ ମାସ ସରିଲା,ଖାଁ ଖାଁ ରେ ରହିଗଲେ…

Udaya_Labanya | August 3, 2020 | 0

ଆଠଗଡ(ଉଲାପ୍ର)କାର୍ତ୍ତିକ ମାସ ପରି ଶ୍ରାବଣ ମାସ ମଧ୍ୟ ହିନ୍ଦୁମାନଙ୍କର ଧର୍ମ ମାସ,ହେଲେ ଶ୍ରାବଣ ମାସରେ ସବୁକିଛି ବିଗାଡି ଦେଇଛି କରୋନା,ଆଉ ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ତଥା ଆଠଗଡ ର ଆରାଧ୍ୟ ଦେବ ଧବଳେଶ୍ବର ପୀଠ ହୋଇ ଉଠିଛି ଖାଁ ଖାଁ,ନାଁ ଭକ୍ତ ଆସିଛନ୍ତି ନାଁ ପୂଜକ ମାନେ କିଛି ରୋଜଗାର କରି ପାରିଛନ୍ତି,ତଥାପି ଗତ ପାଂଚମାସ ହେଲା ବଡ କଷ୍ଟ ସ୍ୱୀକାର କରି ବାବାଙ୍କ ପୀଠରେ ନୀତି କାନ୍ତିରେ କୌଣସି ହେଳା […]

ଅମରନାଥ ଯାତ୍ରା ବାତିଲ ହେଲା

Udaya_Labanya | July 22, 2020 | 0

ନୂଆଦିଲ୍ଲୀ (ଉଲାପ୍ର) ପବିତ୍ର ଅମରନାଥ ଯାତ୍ରାକୁ ଜାମୁ କାଶ୍ମୀର ପ୍ରଶାସନ ବାତିଲ କରିଦେଇଛନ୍ତି,ଚଳିତ ମାସ ୨୧ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବାର ଥିଲା,କରୋନା ସଂକ୍ରମଣ କୁ ଆଖି ଆଗରେ ରଖି ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଏହି ଯାତ୍ରାକୁ ବାତିଲ କରାଯାଇଥିବା ଅମରନାଥ ପରିଚାଳନା ବୋର୍ଡ ବୈଠକ ରେ ଜାମୁ କାଶ୍ମୀର ଉପ ରାଜ୍ୟପାଳ ଗିରିଷ ଚନ୍ଦ୍ର ମୁର୍ମୁ ଘୋଷଣା କରିଛନ୍ତି।

ମକର ସଂକ୍ରାନ୍ତିରେ ରାଶି ଓ ଖେଚୁଡି ଖାଇବାର…

admin | January 14, 2020 | 0

ମକର ସଂକ୍ରାନ୍ତି ଭାରତର ଏକ ବଡ ପର୍ବ ମଧ୍ୟରୁ ଗୋଟିଏ। ଭାରତର ବିଭିନ୍ନ ସ୍ଥାନରେ ଏହି ପର୍ବ ଅଲଗା ଅଲଗା ପ୍ରକାରରେ ପାଳନ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ପ୍ରାତଃ ସମୟରେ ସ୍ନାନ, ଦାନ ଓ ରାଶି ଖାଇବାର ଅନେକ ମହତ୍ତ୍ବ ରହିଛି। ଏହି ଦିନ ନୂଆ ଚାଉଳରେ ପ୍ରସ୍ତୁତ କରାଯାଇଥିବା ଖେଚୁଡି ଓ ରାଶିର ଲଡ୍ଡୁ ସ୍ତୁତ ଖାଇବା ଉଚିତ। ଆସନ୍ତୁ ଜାଣିବା ଏପରି କରିବାର ମହତ୍ତ୍ବ ସମ୍ବନ୍ଧରେ ..ରାଶି […]

ପାଲିଙ୍କି ଯାତ୍ରା ।

admin | January 8, 2020 | 0

ଦିନକୁ ଦିନ ସିରିଡ଼ି ସାଇ ଙ୍କ ଭକ୍ତ ସମାଜ ପ୍ରସାରିତ ହେବା ସହିତ ପୂଜା ଅର୍ଚ୍ଚନା କରି ଭକ୍ତ ମାନସିକ ପୂରଣ କରୁଛନ୍ତି । କେବଳ ଏତିକି ନୁହେଁ ସମୟ ସମୟରେ ସାଇଙ୍କ ପରମ୍ପରାକୁ ନେଇ ଉତ୍ସବ କରାଯାଉଛି । ସେହିଭଳି ଏକ ଉତ୍ସବ ଆଜି ଦେଖିବାକୁ ମିଳିଥିଲା ଢେଙ୍କାନାଳରେ । ଏଠାରେ ସାଇ ସମାଜ ତରଫରୁ ଏକ ଦିବସୀୟ ସାଇ ସଚରିତ ପରାୟନ୍ ଅନୁଷ୍ଠିତ ହୋଇ ଯାଇଛି । ଏହା […]

ଶନିବାର ପାଇଁ କେତେକ ସହଜ ଉପାୟ, ଆପଣାଇଲେ…

admin | January 4, 2020 | 0

ଶନିଦେବଙ୍କୁ କର୍ମଫଳ ପ୍ରଦାନ କରୁଥିବା ଦେବତା ବୋଲି କୁହାଯାଏ। ଶନିଙ୍କ କୁପ୍ରଭାବ କାରଣରୁ ବ୍ୟକ୍ତିଙ୍କ ଜୀବନରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଜାତକରେ ମଧ୍ୟ ଶନିଙ୍କ ସ୍ଥିତି ଅନୁଯାୟୀ ଜୀବନରେ ଉଭୟ ଉତ୍ତମ ଓ କୁପ୍ରଭାବ ପଡ଼ିଥାଏ। ଶନିବାର ଦିନ କେତେକ ସହଜ ଉପାୟ କରିବା ଦ୍ୱାରା ଶନିଙ୍କ ବିଶେଷ କୃପା ମିଳିଥାଏ ….. – ପ୍ରତ୍ୟେକ ଶନିବାର ଦିନ ଶନିଦେବଙ୍କ ବ୍ରତ ରଖି ଉପବାସ କରନ୍ତୁ। – ସନ୍ଧ୍ୟା ସମୟରେ […]

ବୁଧବାରରେ ଗଣେଶଙ୍କୁ ଅର୍ପଣ କରନ୍ତୁ । ଭାଗ୍ୟରେ…

admin | December 18, 2019 | 0

ହିନ୍ଦୁ ଧର୍ମରେ ସର୍ବପ୍ରଥମେ ପ୍ରଭୁ ଗଣେଶଙ୍କ ପୂଜାର ବିଧାନ ରହିଛି। ଗଣେଶଙ୍କ ପୂଜା ବିନା କୌଣସି ଶୁଭ କାର୍ଯ୍ୟର ପ୍ରାରମ୍ଭ ହୋଇନଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ବୁଧବାରର ଦିନ ଗଣେଶଙ୍କୁ ସମର୍ପିତ। ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ କିଛି ସହଜ ଉପାୟ ବିଷୟରେ …. ବିଘ୍ନହର୍ତ୍ତା ଗଣପତିଙ୍କୁ ମୋଦକ ଖୁବ ପ୍ରିୟ। ପ୍ରତି ବୁଧବାର ଗଣପତିଙ୍କ ନିକଟରେ ନିଶ୍ଚୟ ମୋଦକ ଭୋଗ ଲଗାନ୍ତୁ। ଶାସ୍ତ୍ର […]

Archives

Categories