#Headlines

ଆଠଗଡ ବ୍ଲକ ଜେନାପଦା ବାଇକ ଦୃଘଟଣା .

ଆଠଗଡ (୨୦/୧୨/୧୯) (ବ୍ୟୁରୋ) : ଆଠଗଡବ୍ଲକ ଜେନାପଦା ଠାରେ ଗତକାଲି ରାତିରେ ଏକ ବାଇକଦୃଘଟଣାଘଟିଛି ସେମାନଙ୍କୁ ଆଠଗଡମେଡିକାଲକୁଅଣାଯାଇ ବେଳେ ପ୍ରାଥମିକ ଚିକିତ୍ସ ପରେ ଦୁଇ ଜଣକ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡିକାଲକୁ ପଠା ଇ ଦିଆଯାଇ ଛି ଏଥିରେ ଗୁରୁତର ଦୁଇଜଣହେଲେ ବଡମ୍ବା ବ୍ଲକ କସିକିଆରୀ ପ୍ରଫୁଲ୍ଲ ବିଶ୍ୱାଳ ହାଇସ୍କୁଲ କ୍ଲର୍କ ପଦ୍ମନାଭ ପ୍ରଧାନ ଥିବାବେଳେ ଆଉ ଜଣେ ବିଜ୍ଞାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ ଗୁରୁତର ହୋଇଥିବା ଜଣାପଡିଛି,ସୁଜ୍ଞାନ କୁମାର ସେଠ ଆହତ ହୋଇଛନ୍ତି,ସେମାନେ ଆଠଗଡ ରୁ ନିଜଘରକୁ ଫେରୁଥିବାବେଳେ ଅଜଣାଗାଡି ପଛପଟୁ ଧକ୍କା ଦେଇଥିଲା ବେଳେବାଇକ ଆରୋହୀ ଭାରସାମ୍ୟ ହରାଇ ଗଛରେ ପିଟିହୋଇଥିବା ଜଣା ପଡିଛି

Leave a comment

Your email address will not be published. Required fields are marked *