#Breaking News

ନରସିଂହପୁର ଲେଖକ ସାମ୍ମୁଖ୍ୟ ର ଶାରଦୀୟ ସାହିତ୍ୟ ଆସର

ନରସିଂହପୁର ଲେଖକ ସାମ୍ମୁଖ୍ୟର ଶାରଦୀୟ ସାହିତ୍ୟ ଆସର ପବିତ୍ର ଦଶହରା ଅବସରରେ ଅନୁଷ୍ଠତି ହୋଇଯାଇଛି। ନରସିଂହପୁର ଲେଖକ ସାମ୍ମୁଖ୍ୟ ର ସଭାପତି ଙ୍କ ପୌରୋହିତ୍ୟ ରେ ସମ୍ପାଦକ ତଥା ଆଇନୀଜୀବୀ ଦେବଦତ୍ତ ମଳୟ କୁମାର ବରାଳ ଙ୍କ ସଂଯୋଜନାରେ ପ୍ରଫେଶର କୁଳମଣୀ ବାରିକ ଉଦ୍ଘାଟକ, ବରିଷ୍ଟ ସାମ୍ବାଦିକ ସୁରେଶ କୁମାର କର ମୁଖ୍ୟ ଅତିଥି, ଶିଳ୍ପ ଉଦ୍ୟୋଗୀ ଅମୀର କୁମାର ମାହୁନ୍ତ, ଦେବରାଜ ସ୍ୱାଇଁ, ବରିଷ୍ଟ ସାମ୍ବାଦିକ ସାନ୍ତନୁ କୁମାର ଗାଣ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାହିତ୍ୟ ଓ ସଂସ୍କୃତି ପରସ୍ପର ପରିପୂରକ ବୋଲି ଆଲୋଚନା କରିଥିଲେ। କବି ବୀଣା ପାଣି ଜେନା, ମାନସ କୁମାର ସାହୁ, ବୁଦ୍ଧିମାନ ସାହୁ, ବିନାୟକ ମିଶ୍ର, ଶ୍ୟାମ ସୁନ୍ଦର ଗୋଛି, ପ୍ରସାନ୍ତ କୁମାର ସାହୁ, ବିନାୟକ ମିଶ୍ର, ତ୍ରିଲୋଚନ ରଣା ପ୍ରମୁଖ କବିତା ପାଠ ରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରେ ଯୁବ ଉଦ୍ୟୋଗୀ ଅମିର କୁମାର ମାହୁନ୍ତ ଓ ସାମ୍ବାଦିକ ସାନ୍ତନୁ କୁମାର ଗାଣ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *