#Uncategorized

ସାତକୋଶିଆ ବାଲିପୁଟ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ,ଜଳିଗଲା ତିନୋଟି ଟେଣ୍ଡ,ଅଳ୍ପକେ ବଞ୍ଚିଗଲେ ips ସଞ୍ଜୀବ ପଣ୍ଡା ଓ ତାଙ୍କ ସାଥି

ନରସିଂହପୁର ସାତକୋଶିଆ ବାଲିପୁଟ ଇକୋ ରିଟ୍ରିଟ ରେ ଲାଗିଲା ନିଆଁ,ଆଜି ଉଦଯାପିତ ହୋଇଥାନ୍ତା ଇକୋ ରିଟ୍ରିଟ,ଭୋରରୁ ହଟାତ ତିନିଟି ଟେଣ୍ଡ ରେ ଲାଗିଲା ନିଆଁ,ଟେଣ୍ଡ ଭିତରେ ରାତ୍ରି ଯାପନ କରୁଥିଲେ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ips ସଞ୍ଜୀବ ପଣ୍ଡା,ଅଳ୍ପକେ ବର୍ତ୍ତିଗଲେ ସଂଜୀବ ପଣ୍ଡା ଓ ତାଙ୍କ ସାଥି ମାନେ,ନିଆଁ ଲାଗିବାର କାରଣ ଅସ୍ପଷ୍ଟ,ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ସନ୍ଦେହ,ଘଟଣା ସ୍ଥଳରେ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *