#Uncategorized

କଟକ ଜିଲ୍ଲା କ୍ୟାନ କି ଡୋ ତରଫରୁ ଉତ୍କଳ ଦିବସ ପାଳିତ

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଅବସରରେ କଟକ ଜିଲ୍ଲା କ୍ୟାନ୍ କି ଡୋ,ଆଠଗଡ଼ ପକ୍ଷରୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟ ଠାରେ ରୋଗୀ ମାନଙ୍କୁ ଓ ହାଉସିଂ ବୋର୍ଡ ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣେ ଅସହାୟ ମାନଙ୍କୁ ଫଳ ଓ ମାସ୍କ ବଣ୍ଟନ କରାଯାଇ ଅଛି
ଏଥିରେ ଶିଶୁ ଚିକିତ୍ସକ ଶୀଯୁକ୍ତ ମାନସ ରଞ୍ଜନ ପାଣି, ଆସୋସିଏସନ୍ ସଭାପତି ରୁଦ୍ର ଚରଣ ମହାନ୍ତି, ଉପ ସଭାପତି ଶ୍ଯାମ ପ୍ରସାଦ ପଣ୍ଡା, କାଯ୍ଯକାରୀ ସଭାପତି ଶୀତମ ଶତପଥୀ, ମୁଖ୍ୟ ପ୍ରଶିକ୍ଷକ ସନ୍ତୋଷ କୁମାର ବେହେରା, ସଂପାଦକ ବଦ୍ରି ନାରାୟଣ ବାହୀନପତି, କୋଷାଧ୍ୟକ୍ଷ ରାହୁଳ କୁମାର ଜେନା, ପ୍ରତୁଷ୍ଯ କୁମାର ହୋତା, ଆକାଶ ରାଉତ, ସାନୁ ରାଉତ, ଞାନ ପ୍ରସନ୍ନ ରାଉତ,ଶ୍ରାବଣୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ରୋଗୀ ଓ ଅସହାୟ ମାନଙ୍କୁ ଫଳ ବଣ୍ଟନ ସହିତ ମାସ୍କ ପ୍ରଦାନ କରାଯାଈ କରୋନା ମହାମାରୀ ଠାରୁ ଦୂରରେ ରହିବା ପାଇଁ ମାସ୍କ ପିନ୍ଧିବା ଓ ସମଦୂରତା ରକ୍ଷା କରିବା ପାଇଁ ଆସୋସିଏସନ୍ ପକ୍ଷରୁ ସଚେତନତା କରାଗଲା।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *