#Headlines

ଆଠଗଡ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଠଗଡ଼:୧୨/୧/୨୦୨୦-ଆଠଗଡ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ,ସଭାପତି ପ୍ରାଣକୃଷ୍ଣ ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ କାଳାନ୍ତର ଦୈନିକ ଖବରକାଗଜ ର୍ ସମ୍ପାଦକ ସୌମ୍ୟକାନ୍ତ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡ଼ଃ ନାରାୟଣ ପଣ୍ଡା ଯୋଗଦେଇଥିଲେ, ଏଥିରେ ସଂମାନିତ ଅତିଥି ଭାବେ ପୂର୍ବତନ ବିଚାରପତି ଚିତ୍ତରଞ୍ଜନ ଦାଶ ଓ ସମାଜସେବୀ ପ୍ରତାପରୁଦ୍ର ବେଉରା ପ୍ରମୁଖ ଯୋଗଦେଇ ଥିଲେ,ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଲଲାଟେନ୍ଦୁ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ, ପ୍ରାରମ୍ଭରେ ଡ଼ଃ ସମୀକ୍ଷା ଚୌଧୁରୀଙ୍କ ତରଫରୁ ଏକ ଦନ୍ତ ଚିକିସ୍ଥା ସେବା ଅନୁଷ୍ଠିତ ହୋଇଥିଲା,ଏଥିରେ 40 ରୁ ଉର୍ଦ୍ଧ୍ବ ସାହିତ୍ୟିକ ଯୋଗଦେଇଥିଲେ।

Leave a comment

Your email address will not be published. Required fields are marked *