#Breaking News

ନରସିଂହପୁର ଲେଖକ ସାମୁଖ୍ୟ ତରଫରୁ ସାହିତ୍ୟ ଆସର ଅନୁଷ୍ଠିତ

ନରସିଂହପୁର(ଉଲାପ୍ର)ନରସିଂହପୁର ଲେଖକ ସାମୁଖ୍ୟ ତରଫରୁ ରଘୁନାଥ ପାଠାଗାର ଠାରେ ଶୀତ ସାହିତ୍ୟ ଆସର ଓ କବିତା ପାଠ ଉତ୍ସବ ଆଇନଜୀବୀ ଦେବଦତ୍ତ ମଳୟ କୁମାର ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ପ୍ରଫେସର କୁଳମଣି ବାରିକ ମୁଖ୍ୟ ଅତିଥି ଡ଼ ପ୍ରଫୁଲ୍ଲ କୁମାର ସାହୁ ମୁଖ୍ୟ ବକ୍ତା ଶିକ୍ଷାବିତ ଦେବରାଜ ସ୍ୱାଇଁ, ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବି ବୀଣାପାଣି ଜେନା, ଶିକ୍ଷାବିତ ଅଗାଧୁ ନାୟକ ସମ୍ନାନିତ ଅତିଥି ଭାବେ ଯୋଗଦେଇଥିଲେ କବି ପଦ୍ମ ଚରଣ ପ୍ରଧାନ, ବୀଣାପାଣି ଜେନା, ପ୍ରତୀକ୍ଷା ସାହୁ, ମାନସ ରଞ୍ଜନ ସାହୁ , ବିନ୍ଦୁ ପଟ୍ଟନାୟକ, ଗୋଲାପ ମଞ୍ଜରୀ ପାତ୍ର, ଗୟାଧର ସାହୁ, କାର୍ତ୍ତିକେଶ୍ୱର ନାଥ, ବୁଦ୍ଧିମାନ ସାହୁ ପ୍ରମୁଖଙ୍କୁ ଉତ୍ତରୀୟ ପ୍ରଦାନ କରି ସନମାନ ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ କବି ଅଭୟାନନ୍ଦ ଦାସ , ରମେଶ ଚନ୍ଦ୍ର ସାହୁ , ରବୀନ୍ଦ୍ର ନାଥ ସାହୁ , ଶରତ କୁମାର ଦାସ , ସୁସ୍ମିତା ସେନ, ଶୁଭମ ନାଥ,ରଞ୍ଜିତ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.

Leave a comment

Your email address will not be published. Required fields are marked *