#Uncategorized

୫ଟି ସଚିବଙ୍କ କନ୍ଧମାଳ ଗସ୍ତ , ବିଭିନ୍ନ ଉନ୍ନୟନ୍ନ ମୁଳକ କାର୍ଯ୍ୟକ୍ରମର ସମୀକ୍ଷା

,
ଫୁଲବାଣୀ_(ସୁନୀଲପଟନାୟକ) ଆଜି ୫ଟି ସଚିବ ଭି କେ ପାଣ୍ଡିଆନହେଲିକ୍ୟାପ୍ଟର ଯୋଗେ ଆସି ଦିନିକିଆ କନ୍ଧମାଳ ଗ୍ରସ୍ତ ରେ ଆସି ସକ।ଳ ଏଗାରଟା ରେ ରେ ଗୂଦାରୀ ସ୍ଥିତ ଏରୋ ଡ୍ରମ ପଡିଆ ରେ ଓହ୍ଲାଇ ଥିଲେ । ସେଠାରେ କନ୍ଧମାଳ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଧନା ଦିଆଯାଇଥିଲା l ସରକାରଙ୍କ ବିଭିନ୍ନ ଉନ୍ନୟନ୍ନ ମୁଳକ କାର୍ଯ୍ୟ ବୁଲି ଦେଖିବା ସହ ୫ଟି ଅନ୍ତଭୁକ୍ତ କାର୍ଯ୍ୟକ୍ରମଗୁଡ଼ିକ କିଭଳି ଚାଲିଛି ଲୋକେ ତାର ସୁଫଳ ପାଉଛନ୍ତି କି ନାହିଁ ସେସବୁ କାର୍ଯ୍ୟର ସମୀକ୍ଷା କରିଥିଲେ 5ଟି ସଚିବ ଓ ମୁଖ୍ୟ ଶାସନସଚିବ l
ଦିନ ବାରଟା ରେ ଟାରେ ଫୁଲବାଣୀ ନିକଟ କଲାଡି ଠା ରେ ପ୍ରତିଷ୍ଠା ହେବାକୁଥିବା କନ୍ଧମାଳ ମେଡିକାଲ କଲେଜ ପାଇଁ ଚିହ୍ନଟ ସ୍ଥାନ ବୁଲି ଦେଖି ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ ।ମେଡିକାଲ କଲେଜେ ର ଡିଜାଇନ ଦେଖି ଥିଲେ l

ସେହିପରି ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେବାକୁଥିବା ସ୍କାର୍ଟ ସ୍କୁଲ ଅନ୍ତର୍ଭୁକ୍ତ ଫୁଲ ବାଣୀ ସହରର ସର୍ବପୁରାତନ ଏଜେ ଓ ହାଇସ୍କୁଲ ଓ ସରକାରି ବାଳିକା ଉଚ୍ଚ ବିଦ୍ୟାଳୟ ଆଦି କୁ ଯାଇ ସେଠାକ।ର ଶିକ୍ଷାବ୍ୟବସ୍ଥା, ଭିତ୍ତିଭୂମୀ ଓ ପରିବେଶ ଆଦି ବୁଲି ଦେଖିଥିଲେ । ସେହିପରି ସ୍କୁଲର ଛାତ୍ରଛାତ୍ରୀ ଙ୍କ ସହ ମଧ୍ୟ ଆଲୋଚନା କରି ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ୫ଟି ସଚିବ ଭି କେ ପାଣ୍ଡିଆନ ।
୫ଟି ସଚିବ ଭି କେ ପାଣ୍ଡିଆନଓ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ପ୍ରମୁଖ ବିଦ୍ୟାଳୟରେ ପହଞ୍ଚିବା ପରେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଆଲୁମିନି କମିଟି ସଦସ୍ୟମାନେ ଉପସ୍ଥିତ ରହି କୋଭିଡ଼ ୧୯ଗାଇଡ ଲାଇନ ମାନି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
ସେହିପରି ମୁଖ୍ୟଶାସନ ସଚିବ ସୁରେଶ କୁମାର ମହାପାତ୍ର , ସ୍ଵାସ୍ଥ୍ୟ ସଚିବ, ପୂର୍ତ ସଚିବ କ୍ରିଷ୍ଣ କୁମାର ଓ ଅନ୍ୟ ବରୀଷ୍ଟ ଅଧିକାରୀମାନେ ମଧ୍ୟକନ୍ଧ ମାଳ ଗ୍ରସ୍ତ ରେ ଆସି ଥି6ଲ।
କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦ । ଡି. ଏସପି ଭି ନିତ ଅଗ୍ରୱ।ଲ,ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ବିଶ୍ଵରଂଜନ ନାଏକ, ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ, ବିଡିଓ ଫୁଲବାଣୀ ।ଶାନ୍ତନୁ କୁମାରନା ଏକ, ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *