#Breaking News

ମାଟ୍ରିକ ପରୀକ୍ଷାରେ ବରଗଡ଼ ଜିଲ୍ଲାର ପାସ୍ ହାର ୯୬%


ବରଗଡ଼:-୨୬/୬ ଗତକାଲି ପ୍ରକାଶ ପାଇଥିବା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ବରଗଡ଼ ଜିଲ୍ଲା ର ପାସ୍ ହାର ଶତକଡ଼ା ୯୬.୯୬ ରହିଛି। ସେଥିମଧ୍ୟରୁ ଏ ୧ ଗ୍ରେଡ ରେ ୮୪ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ଏ ୨ ଗ୍ରେଡ ରେ ୬୬୭ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଚଳିତ ବର୍ଷ ଜିଲ୍ଲାର ୩୨୦ ଟି ହାଇସ୍କୁଲରୁ ୧୯,୩୨୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେଥିମଧ୍ୟରୁ ୧୮,୬୩୪ ଜଣ ପାସ୍ କରିଛନ୍ତି। କୈ।ତହିଁ ହାଇସ୍କୁଲ ର ରିଜଲଟ ଶୂନ୍ୟ ହୋଇନାହିଁ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *