#Entertainment

ଜନନୀ ଫାଉଣ୍ଡେସନ ତରଫରୁ ବିପ୍ଳବ ଦାସ ସମ୍ବର୍ଦ୍ଧିତ

ଜନନୀ ଫାଉଣ୍ଡେସନ ତରଫରୁ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା ରୂଚି ମହିଳା କବାଡି ଟୁର୍ନାମେଣ୍ଟ ରେ ମୋତେ ନିମନ୍ତ୍ରିତ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରିଥିବାରୁ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ 🙏ବିଶେଷ ଭାବରେ ଅଧକ୍ଷା ମନୋରମା ଦାସ ଓ ନିର୍ଦେଶିକା ମୋନାଲିସା ରଥଙ୍କୁ ଅନେକ ଅନେକ ଧନ୍ୟବାଦ,
ବିଶେଷକରି


👉 ରୂଚି କମ୍ପାନୀର ପରିଚାଳନା ନିର୍ଦେଶିକ ଡ. ଶରତ ସାହୁ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ,ବିଧାୟକ ଅରବିନ୍ଦ ଢ଼ାଲି,ମହିଳା କମିଶନ ଅଦକ୍ଷା ଡ଼.ମିନତୀ ବେହେରା,କଣ୍ଠଶିଳ୍ପୀ ତପୁ ମିଶ୍ର, ପ୍ରୀତିଲଗ୍ନା ମାଡାମ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ପୁରୋସ୍କୃତ କରିଥିଲେ 😊😊😊

Leave a comment

Your email address will not be published. Required fields are marked *