#Uncategorized

ପଦ୍ମଶ୍ରୀ ତାଡିଶରୁ ବାବାଙ୍କ ଦ୍ୱାରା ଫୁଲବାଣୀରେ ନୂତନ ପେଟ୍ରୋଲ ପମ୍ପ ଉଦଘାଟିତ


ଫୁଲ ବାଣୀ- (ଉଲାପ୍ର)
ଫୁଲ ବାଣୀ ସହରର ମାଷ୍ଟ୍ରପଡ଼ା ସା ର୍କୁଲାର ରୋଡରେ ପ୍ରଦୀପ ଫୁଏଲ ସ ନାମରେଏକ ନୂତନ ପେଟ୍ରୋଲ ପମ୍ପ ମହାଶୀବରାତ୍ରି ଅବସରରେ ଉଦ୍‌ଘାଟିତ ହୋଇଛି
ଏହି ନୂତନ ପେଟ୍ରୋଲ ପମ୍ପକୁ ପଦ୍ମଶ୍ରୀ
ତାଡ଼ିଶରୁ ବାବା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।
ଫୁଲ ବାଣୀ ସହରରେ ଦେଖାଦେଇଥିବା ପେଟ୍ରୋଲ ଓ ଡିଜେଲସମସ୍ୟା ଦୁର କରିବାରେ ଏହ।ସହାୟକ ହେବ,I ବିଶେଷକରି ମାଷ୍ଟ୍ରପଡ଼ା ଫୁଲବାଣୀ ସ।ହୀ, କେନ୍ଦୁପଦର, ମେଡ଼ିକାଲ ଛକ,ପଟା ବାଲିସାହି, ବସଷ୍ଟାଣ୍ଡ,କୁମ୍ଭାର ପଡା ସାର୍ତ୍ତା ଗୁଡ଼ା, ଗୋଛାପଡ଼ା, ତୁଡିପାଜୁ,ଦଡକୀ କଟ୍ରିଙ୍ଗିଆ ଆଦି ଅଞ୍ଚଳର ଲୋକମାନେ ବହୁ ସଂଖ୍ୟାରେ ଉପକୃତ ହେବେ ବୋଲି ପ୍ରଦୀପ ଫୁଏଲ ସ ମାଲିକ ପ୍ରଦୀପ କୁମାର ପାତ୍ର କହିଛନ୍ତି।
ଏ ସବୁ ଅଞ୍ଚଳରେ ପୂର୍ବରୁ କୌଣସିପେଟ୍ରୋଲ ପମ୍ପ ନ ଥିଲା। ସେମାନଙ୍କୁ ୪/୫ କିମି ଦୁର ବାଟ ଯାଇ ବଜାରରେ ପେ 6ଟ୍ରାଲ ପକାଇବା ପାଇଁ ଯିବାକୁ ପଡ଼ୁଥିଲା। ଏବେ ସେମାନେ ସୁବିଧାରେ ହାତ ପାଆନ୍ତାରେ ପେଟ୍ରୋଲ ଓ ଡିଜେଲ ପାଇପାରିବେ।
ଉଦଘାଟନୀ ଅବସରରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବ୍ୟବସାୟୀ, ବୁଦ୍ଧିଯିବୀ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *