#Breaking News #Uncategorized

ମାରୁତିସେନା ପକ୍ଷରୁ ଗରୀବ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ


ଫୁଲ ବାଣୀ-( ସୁନୀଲ ପଟନାୟକ) ମହାମାରୀ କରେ। ନା ସଂକ୍ରମଣ ରୋକିବା ପାଇଁ ସରକାର ଏବେ ଗତ ୫ ତାରିଖରୁ ଲକ ଡାଉନ ଜାରୀ କରିଛନ୍ତି। ଲୋକମାନଙ୍କୁ ଘରେ ରହିବାଲାଗି ପରାମର୍ଶ ଦେଇଛନ୍ତି । ଏପଟେ ଲକ୍ ଡ଼ାଉନ ସଟ ଡ଼ାଉନ ଯୋଗୁଁ କାମ ଧନ୍ଦା ମିଳୁ ନ ଥିବାରୁ ଗରୀବ ଓ ଦିନ ମଜୁରିଆ ମାନେ ଦୁଇଓଳା ଦୁଇ ମୁଠା ଖାଇବାକୁ ପାଉ ନାହାନ୍ତି। କେହି କେହି ଭୋକିଲା ମଧ୍ୟ ରହୁଛନ୍ତି । ଫଳରେ ସେମାନଙ୍କ ମୁହଁରେ ଆହାର ଯୋଗାଇବା ଲାଗି ମାରୁଡ଼ି ସେନା ପକ୍ଷରୁ ପ୍ରତିଦିନ ସହରର୧୧ନମ୍ୱର ୱ ୲ର୍ଡ ର କାଚରା ସାହି ମାଦିକୁନ୍ଦା ଛକ, ବସଷ୍ଟାଣ୍ଡ ଆଦି ଅଞ୍ଚଳରେ ରହୁଥିବା ଅସହାୟ ଲୋକକୁ ରନ୍ଧାଖାଦ୍ୟ ଭାତ,ଡାଲମା , ଏକ ଅଟେ । ରେ ବୁଲିବୁଲି ଦେଉଛନ୍ତି ମାରୁତିସେନା ର କର୍ମକର୍ତ୍ତ। ଯାହାକୁ ବେଶ ପ୍ରସ ସାଂ କରିଛନ୍ତି ବୁଦ୍ଧିଯିବି। ମାରୁତିସେନା ଜିଲ୍ଲା ସଭାପତି ଏସ .ସିପାଢି, ସସ୍ମିତା ପାଢି, ସେବା ଶିଶ, ଆଶିଶ, ଚନ୍ଦ୍ର ଦେହୁରି ପ୍ରମୁଖ ନିୟମିତ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି ।
ସରକାର ଏବେ ପୁଣି ମେ ୩୧ ଯାଏ ଲକ ଡାଉନ ବଢାଇଥିବାରୁ ସଂଗଠନ ପକ୍ଷରୁ ଆଗକୁ ମଧ୍ୟ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଦିଆଯିବାକୁ ପୟାସ କରିବେ ବୋଲି ସଭାପତି ପାଢି କହିଛନ୍ତି ।

Leave a comment

Your email address will not be published. Required fields are marked *