#Uncategorized

ସାତ ହଜ଼ାର ଟଙ୍କା ଲାଞ୍ଚ ନେଇ ଡାକ୍ତର ଜେଲ ଗଲେ


ଫୁଲବାଣୀ –
(ସୁନିଲ ପଟନାୟକ )
ବୁଧବାର ନିଜ ଅଧସ୍ତନ କର୍ମଚାରୀଙ୍କ ଏରୀ ଏ ର ବିଲ ପାସ କରିବା ପାଇଁ ସାତ ହଜ଼ାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି କନ୍ଧମାଳ ଜ଼ିଲା ଫିରିଙ୍ଗିଆ ମେଡିକାଲ ଇନ ଚାର୍ଜ ଡାକ୍ତର ନିଶିନ୍ତ ନିଶାନ ମାଲୁ l
ଡାକ୍ତର ମାଲୁ ଫିରିଙ୍ଗିଆ ଡାକ୍ତର ଖାନା ରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ ବେଣୁ ଧର ଡିଗାଲ ଙ୍କ ଠାରୁ ଏକ ଚାଳିଶ ହଜ଼ାର ଟଙ୍କା ର ଆର ସି ଏମ ଓ ଟି ଏ ବିଲ ପାସ କରିବା ପାଇଁକାର୍ଯ୍ୟା ଲୟ ରେ ସାତ ହ ଜ଼ା ର ଟଙ୍କା ଲାଞ୍ଚ ନେବା ବେଳେଫୁଲବାଣୀ ଭିଜିଲାନ୍ସ ଦ୍ୱାରା ଧରା ପଡି ଗିରଫ ହୋଇଛନ୍ତି l
ଭିଜିଲାନ୍ସ ବିଭାଗ ଏନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରୁଥିବା କହିଛି l
ହେଲେ ଡାକ୍ତର ଙ୍କ ଜାମିନ ନାମଞ୍ଜୁର ହେବା ପରେ ଜେଲ ହାଜତ କୁ ପଠାଇ ଦିଆଯାଇଛି l

Leave a comment

Your email address will not be published. Required fields are marked *