#Exclusive

ମହିଳା ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ।

ଆଠଗଡ ଗୋପବନ୍ଧୁ ଯୁକ୍ତ ଦୁଇ ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପିକା ସ୍ନେହଲତା ତ୍ରିପାଠୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଆଠଗଡ ପୋଲିସ ଉପଖଣ୍ଡ ଅଧିକାରୀ ଆଲୋକ ରଞ୍ଜନ ରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡ଼ ନାରାୟଣ ପଣ୍ଡା,ସଂମାନିତ ଅତିଥି ଭବେ ତହସିଲଦାର ତପନ କୁମାର ଖୁଣ୍ଟିଆ ଓ ବିଧାୟକଙ୍କ ପ୍ରତିନିଧି ତଥା ଗୋପବନ୍ଧୁ ମହିଳା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶିଶିର କୁମାର ଉଦୟ ସିଂ ପ୍ରମୁଖ ଯୋଗ ଦେଇଥିଲେ, ସମ୍ପାଦକୀୟ ପ୍ରଦାନ କରିଥିଲେ ଅଧ୍ୟାପିକା ପୁଷ୍ପ ମଞ୍ଜରୀ ଦାସ ଓ ଧନ୍ୟବାଦ ପ୍ରଦାନ କରିଥିଲେ ଯୁକ୍ତ 3 ଅଧ୍ୟକ୍ଷା ସଂଗୀତା ମହାପାତ୍ର, ଛାତ୍ରୀମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Leave a comment

Your email address will not be published. Required fields are marked *