#Breaking News

ପ୍ରାଥମିକ ସ୍କୁଲ ବନ୍ଦ ନ କରିବାକୁ ଅବିଭାବକଙ୍କ ଦାବୀ


ଫୁଲବାଣୀ(ସୁନୀଲପଟନାୟକ)
ଯେଉଁପ୍ରାଥମିକ ସ୍କୁଲଗୁଡିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅତି ନଗଣ୍ୟ ଓସରକାରଙ୍କ ଧାର୍ଯ୍ୟ ସଂଖ୍ୟକ ପିଲା ନାହିଁ।ନ୍ତି ସେ ସବୁ ପ୍ରାଥମିକ ସ୍କୁଲଗୁଡ଼ିକ ବନ୍ଦ କରିବାଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ହେଲେ ସେହି ପ୍ରକାରେ ଟିକା ବାଲି ବ୍ଳକର ଦାସାଗୁଡ଼ା ପ୍ରାଥମିକ ସ୍କୁଲକୁ ବନ୍ଦ କରିବାଲାଗିନେଇଥିବା ନିଷ୍ପତ୍ତି ବଦଳାଇ ସ୍କୁଲ ଚାଲୁ କରିବା ଲାଗି ଦାବୀ କରିଛନ୍ତି ଅଭିଭାବକ । ଗ୍ରାମର ଛାତ୍ରଛାତ୍ରୀ ନିକଟସ୍ଥ ଲଦା ସାହି ପ୍ରକଳ୍ପ ଉଚ୍ଚବିଦ୍ୟାଳୟ କୁ ପାଠ ପଢିବା ଲାଗି ପ୍ରତିଦିନପାହାଡ ଚଢି ଯା ଆ ସ କରିବା କଷ୍ଟସାଧ୍ୟ ବ୍ୟାପାର ବେ।ଲି ଅଭିଭାବକ ବଳି କହଁର, ଗୋପାଳ କହର,ବିକ୍ରମାଦିତ୍ୟ କହଁର କହିଛନ୍ତି।

ଏନେଇ ଅଭିଭାବକମାନେ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସ୍ମାରକପତ୍ର ଦେବା ସହ ପୁର୍ନବିଚାର କରିବାଲାଗି ନିବେଦନ କରିଛନ୍ତି।

Leave a comment

Your email address will not be published. Required fields are marked *