#Breaking News

କଳିଙ୍ଗା ଘାଟି ରେ ପିକନିକ ବସ ଦୁର୍ଘଟଣା 20, ରୁ ଉର୍ଦ୍ଧ ଆହତ


ଫୁଲବାଣୀ (ସୁନୀଲ ପଟନାୟକ )
ଗୁରୁବାର ରାତି ଆଠଟା ରେ ଏକ ପିକନିକ ବସ କଳିଙ୍ଗା ଘାଟି ର ଅଂଧାରିକୋଟ ବୁଲାଣି ରେ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଏଥିରେ ବସିଥିବା କୋଡିଏ ରୁ ଉର୍ଦ୍ଧ ଯାତ୍ରୀ ଆହାତ ହୋଇଛନ୍ତି l
ଆହାତ ମାନଙ୍କୁ ପୋଲିସ ଓ ଅଗ୍ନିସମ
ବିଭାଗ କର୍ମଚାରୀ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜି. ଉଦୟଗିରି ଡାକ୍ତର ଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି l


ଆହାତ ମାନଙ୍କ ମଧ୍ୟରୁ ଅନେକ ଗୁରୁତର ଥିବା ଜଣାପଡିଛି lବସ ଟି
ପଶ୍ଚିମ ବଙ୍ଗ ପର୍ଯ୍ୟଟକ ଙ୍କୁ ନେଇ କନ୍ଧମାଳ ଜ଼ିଲ୍ଲା ର ଦାରିଂବାଡ଼ି ଆସି ବୁଲାବୁଲି କରି ଫେରିବା ବେଳେ କଳିଙ୍ଗା ଘାଟି ରେ ଦୁର୍ଘଟଣା ଘଟିଥିଲା lତେବେ କେହି ମୃତାହତ ହୋଇଥିବା ଏଯାଏଁ ଜଣା ପଡ଼ିନାହିଁ l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *