#Exclusive

ଦୁଇ ଜଣ ପାଇଁ ରେଳ

ଭାରତ ବର୍ଷରେ ଏମିତି ରେଳ ଷ୍ଟେସନ ଅଛି ଯେଉଁଠି ଦିନକୁ ମାତ୍ର ଦୁଇଜଣ ପାସେଞ୍ଜର ଏହି ଷ୍ଟେସନ ରୁ ଟ୍ରେନ ରେ ଉଠନ୍ତି, ସେହି ଷ୍ଟେସନ ରହିଛି ଓଡ଼ିଶାର ବଲାଙ୍ଗୀର ଜିଲା ବିଛୁପାଲି ରେ,ଗତବର୍ଷ ଏହି ବିଛୁପାଲି ରେଳ ଷ୍ଟେସନ କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ, ରେଳ ଷ୍ଟେସନ କୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ ମଧ୍ୟ କାହିଁକି ପାସେଞ୍ଜର ଏହି ରେଳ ଷ୍ଟେସନ ରୁ ଯାଉନାହାନ୍ତି ତାର ଅନୁଧ୍ୟାନ କରିବା ଆବଶ୍ୟକ ରେଳବିଭାଗର,କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ରେଳ ଷ୍ଟେସନ ନିର୍ମାଣ କରାଯାଇଥିଲା ବେଳେ ଏଠାରୁ ଟ୍ରେନ ରେ ପାସେଞ୍ଜର ନଯିବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି।

Leave a comment

Your email address will not be published. Required fields are marked *