#Breaking News #Uncategorized

ସପ୍ତମ ଦିନରେ ଲକ୍ ଡାଉନ, , ଏପଟେ ଆଜି ଶହେ ଟ ପିଲା ପଜିଟିଭ ସଂଖ୍ୟା ପୋଲିସ ଓ ଜିଲ୍ଲା ପ୍ରଶାସନ’ ପକ୍ଷରୁ ଯାଞ୍ଚ କଡ଼ାକଡି


ଫୁଲବାଣୀ-( ସୁନୀଲ ପଟନାୟକ) କରେ। ନା ର ଦ୍ଵିତୀୟ ଲହରରେ ସଂକ୍ରମିତ ଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଆଜି ମଙ୍ଗଳବାର ଜିଲ୍ଲାରେ କରେ। ନା ପଜିଟିଭ ସଂଖ୍ୟା ୧୦୧ରେ ପହଞ୍ଚିଛି । କରୋନାଚେନ ଭାଙ୍ଗିବା ପାଇଁ ସରକାର ମେ ୫ ତାରିଖରୁ ୧୯ ଯାଏ ୧୪ ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି। ଆଜି ସପ୍ତମ ଦିନରେ ପହ ଞ୍ଚିଛି ଲକ ଡାଉନ । ଏହାକୁ କଡ଼ାକଡ଼ି ପାଳନ କରିବାପାଇଁ ଏବେକନ୍ଧମାଳ ପୋଲିସ ଓ ପ୍ରଶାସନ ଏବେ ଆକ୍ସନ ମୂଡ଼ରେ ରହିଛି। ମଙ୍ଗଳବାର ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁ । ତହସିଲଦାର ଦିନମଣି ନା ଏକ ସକାଳୁ ସକାଳୁ ଛକ ସ୍ଥାନ ଓ ପରିବା ମାକେଟ ଆଦି ବୁଲି ଦେଖିବା ସହ ଯାଞ୍ଚକଡ଼ାକଡ଼ି କରିବା ସହ ଆମାନିଆଙ୍କୁ ଧରି ଫାଇନ କାଟିଥିଲେ ।।ବିଶେଷକରି ଫୁଲ ବାଣୀ ବାଲିଗୁଡ଼ା ଓ ଜିଉଦୟଗିରିସହରରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଫଳରେ ପୋଲିସ ଓ ପ୍ରଶାସନ ସହର ଗୁଡିକ ଉପରେ ଫୋକସ କରିଛି । ସହରରେ ସକାଳେ ବାଇକ ଓଗାଡି ଚଳାଚଳ ଉପରେ ରୋକ ଲଗାଇଛି ପୋଲିସ। ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରେ ପୋଲିସ ବାଉଁଶ ବାନ୍ଧି ରାସ୍ତା ବନ୍ଦ କରିଛି । ସେହିପରି ମାଦିକୁନ୍ଦା ଛକ ,ମେଡିକାଲ ଛକ, କୋର୍ଟ ଛକ । ବିଜୁ ପଟ୍ଟନାୟକ ଛକ୍, ଗାନ୍ଧୀ ଛକ, ଗୋପବନ୍ଧୁ ଛକ ଆଦି ସମସ୍ତ ଛକରେ ପୋଲିସ ମୃତୟନ କରା ଯାଇଛି। ଅଯଥାରେ ବାଇକ ଓ ଗାଡି ଧରି ବଜାର ବୁଲି ଆସୁଥିବା ଲୋକଙ୍କୁ ଅଟକାଇ ପଚରାଉଚରା କରିବା ସହ ଚାଲାଣ କାଟିଥିଲ।
କରେ । ନା ସଂକ୍ରମଣକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ଛକ ସ୍ଥାନରେ ପନି ପରିବା ଫଳ ଆଦି ସମସ୍ତ ଦୋକାନକୁ ଉଠାଇ ୩ ମିଟର ଦୂରତାରେ ବସିବା ଲ। ଗି ବ୍ୟବସ୍ଥା କରିଛି ପୌର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ, ଲୋକମାନେ ଚାଲି ଚାଲିଆସି ସୁବିଧାରେ ହାତ ପାଆନ୍ତାରେ ସାମାଜିକ ଦୂରତା ରଖି ଯେପରି ସବୁ ଜିନିଷ କିଣିବା ଲାଗି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଓଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଓ ଟାଉନ ଥାନା ଅଧିକାରି ସୁଶାନ୍ତ ସେଠି ତହସିଲଦାର ଦିନମଣି ନାୟକ ୬ ପ୍ରମୁଖ ପରାମର୍ଶ ଦେଇଛନ୍ତ।

Leave a comment

Your email address will not be published. Required fields are marked *