#Uncategorized

କନ୍ଧମାଳ ଜିଲ୍ଲାରେ ୧୦କରେ।ନା ପଜିଟିଭ ଚିହ୍ନଟ, ମୋଟ ପଜିଟିଭ ସଂଖ୍ୟା ୪୩ ଛୁଇଂଲା

ଫୁଲବାଣୀ,-(ସୁନୀଲ ପଟନାୟକ)
କନ୍ଧମାକ ଜିଲ୍ଲାରେ ରବିବାର ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ୧୦ଜଣ ପଜିଟିଭ କୁ ମିଶାଇ ଏ ଯାଏ ୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି । ଫଳରେ ପ୍ରଶାସନର ଚିନ୍ତା ବଢିଯାଇଛି । ଆଜି ଫୁଲ ବାଣୀ ସହ ରରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଟିକା ବାଲିରୁ ଜଣେ, ଚକାପାଦରୁ ୩ ଜଣ, ବାଲିଗୁଡ଼ାରୁ ଜଣେ ସିଆରପିଏଫ ଜବାନ କରେ। ନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ରାଇକିଆରୁ ୨ ଜଣ
ତୁମୁଡିବନ୍ଧ ଅଞ୍ଚଳରୁ ଜଣେ କରେ । ନା ଯୋଦ୍ଧା କରୋନା ପଜିଟିଭ ଚିହ୍ନଟ ହୋଇ ଛନ୍ତି ।
ବର୍ତ୍ତମାନ ସୁଧା ଦ୍ୱିତୀୟ ପ୍ରର୍ଯ୍ୟାୟରେ ମୋଟ
୪୩ ଜଣ କରୋନାପଜିଟିଭ ଚିହ୍ନଟ ହୋଇଥିବା ସ୍ଵାସ୍ଥ୍ୟ ବିଭାଗ ସୁତ୍ରରୁ ଜଣାପଡିଛି ।
କରେ । ନା ପୁଣି କାୟା ବିସ୍ତାର କରି ଚାଲିଥିବାରୁ ପ୍ରଶାସନ ପକ୍ଷରୁ ମାସ୍କଚେକିଙ୍ଗ ଓ ସାମାଜିକ ଦୂରତା ଉପରେ ଗୁରୁତ୍ଵ ଦିଆଯାଉଛି। ଏଥି ସହ ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ହାତ ବ।ର ମ୍ଵାର ଧୋଇ ସଫା ରଖିବା ନେଇ ସଚେତନ ମଧ୍ଯ କରୁଛି ପ୍ରଶାସନ ଓ ପୋଲିସ।

Leave a comment

Your email address will not be published. Required fields are marked *