#Breaking News

ବିଜେଡି ର ଜ଼ିଲ୍ଲା ପରିଷଦ ପାର୍ଥିତାଲିକା ଘୋଷଣା କନ୍ଧମାଳ ଜ଼ିଲ୍ଲାର ୧ ୮ ଟି ଜ଼ିଲ୍ଲା ପରିଷଦ ସଭ୍ୟ ମାନଙ୍କ ତାଲିକା ପ୍ରକାଶ କରିଛି

ଫୁଲବାଣୀ(ଉଲାପ୍ର) ଫୁଲବାଣୀ ର ପାରିଜାତ କଲ୍ୟାଣ ମଣ୍ଡପ ରେ ଆୟୋଜିତ କାର୍ଯ୍ୟକ୍ରମରେଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇ ବିଜୟ ସଂଭାବନା ଥିବା ପାର୍ଥି ମାନଙ୍କ ନାମ ତାଲିକା ଘୋଷଣା କରିବା ସହ ଟିକେଟ ବଣ୍ଟନ କରିଥିଲେ l
୧ ନମ୍ବର ଯୋ ନ ପାଇଁ ଅନୀତାମଲିକ, 2 ନମ୍ବର ଯୋ ନ .ପାଇଁ ସୁଶାନ୍ତ କହଁର, 3.ମମତା ମଳିକ,. 4.ଶୁଭଶ୍ରୀନାୟକ, 5.ଲିଳିମା ପ୍ରଧାନ, 6.ମମତା ରାଣୀ ବେହେରା, 7.ସାଧବାଣୀ ନାୟକ,8. ନମିତା କହଁର,.9.ନଵୀନପାତ୍ର,10. ରଂଜନପ୍ରଧାନ, 11.ରମାକାନ୍ତ ମାଝୀ, 12.ନୀଳଗିରି ଡିଗାଲ,13. ଜୟଶ୍ରୀ କହଁର, 14.ଚନ୍ଦ୍ରମା ମଳିକ, 15.ନନ୍ଦିନୀ ମଳିକ,1 6 ଆଶିଷ ଡିଗାଲ, 17ସୁନନ୍ଦl ବେହେରା, ଓ 18 ନ ଯୋ ନ ପାଇଁ ମମତା ରାଣୀ ପ୍ରଧାନ. ଙ୍କୁ ଟିକେଟ ମିଳିଛି l
ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲା ସଭାପତି ସରୋଜ କର୍ଣ୍ଣ ଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ଯୋଗ ଦେଇଥିଲେ l
ତେବେ ବିଜେପି ଓ କଂଗ୍ରେସ ଦଳ ଟିକେଟ ଘୋଷଣା କରିନି ଏଯାଏଁ l ଆସନ୍ତା କାଲି ସୁଦ୍ଧା ଦୁଇଟି ଯାକ ଦଳପାର୍ଥି ତାଲିକା ଘୋଷଣା କରିପାରନ୍ତି l

Leave a comment

Your email address will not be published. Required fields are marked *