#Breaking News

ଲାଇନପଡ଼ା ଡିଗ୍ରୀ କଲେଜରେ ଆନ୍ତର୍ଜାତୀୟ ଯୋଗ ଦିବସ


ଫୁଲବାଣୀ- (ସୁନୀଲ ପଟନାୟକ)
ସୋମବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ର ଲାଇନ ପଡ଼ା ଡିଗ୍ରୀ କଲେଜ ରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ୱେ ବି ନାର ମାଧ୍ଯମରେ ଯୋଗସଂପର୍କିତ ସଚେତନତା
ସଭା ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ପ୍ରାଧ୍ଯ। ପକ ଦୀନବନ୍ଧୁ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନ।କରିଥିଲେ। ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡଃ ଲକ୍ଷ୍ମୀକାନ୍ତ୍ର ମହାନ୍ତି, ସମ୍ମାନିତ ଅତିଥିଭାବେ ଡଃସତିଶ ପ୍ରସାଦ
ନା ଏକ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଯୋଗଦେଇ ଯୋଗର ଉପକାରୀତା ସଂପର୍କରେ ବୁଝାଇଥିଲେ। ମହାବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ସନ୍ତେ।ଷ କୁମାର ତ୍ରିପାଠି ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ୭୫ ଜଣ ଛାତ୍ରଛାତ୍ରୀ, ଅଭିଭାବକ, ଏନଏସଏସ ଅଫିସର, ଅଧ୍ୟାପକ, ଓ ଅଧ୍ୟାପିକା ପ୍ରମୁଖ ଯୋଗଦେଇ ଥିଲେ।

Leave a comment

Your email address will not be published. Required fields are marked *