#Breaking News #Uncategorized

କରେ।ନା ଦ୍ଵିତୀୟ ଲହରରେଫୁଲବାଣୀରେ ପ୍ରଥମ ମୃତ୍ୟୁ

,
ଫୁଲବାଣୀ- (ସୁନୀଲ ପଟନାୟକ)
କରୋନାର ଦ୍ୱିତୀୟ ଲହରରେ ଜଣଙ୍କ ଜୀବନ ଯାଇଛି । ଫୁଲବାଣୀ ସହର ର ଫୁଲ ବ।ଣୀ ସାହି ବାସିନ୍ଦା ତଥା ପୂର୍ବତନ କାଉନସିଲର ନବଘନ ମହାନ୍ତି ଙ୍କଗତକାଲି କରେ । ନା ଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସ୍ଵର୍ଗତ ନବଘନ ମହାନ୍ତି ଅସୁସ୍ଥ ହୋଇପଡିବା ଫଳରେ ତାଙ୍କୁ ଗତ ୯ ତାରିଖ ଦିନ ଫୁଲବାଣୀ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା ପରେ ବ୍ରହ୍ମପୁର ସ୍ଥାନ ।ନ୍ତର କରାଯାଇଥିଲା ତେବେ ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା ।
ତେବେ ଜିଲ୍ଲାପ୍ରଶାସନ ସ୍ଵର୍ଗତ ମହାନ୍ତିଙ୍କ କରେ । ନାରେ ମୃତ୍ୟୁକୁ ନେଇ ଏଯାଏଁ କିଛି ସ୍ପଷ୍ଟ କରିନାହିଁ।
ଗତବର୍ଷ କରେ । ନା ର ପ୍ରଥମ ଲହରରେ ଜିଲ୍ଲା 6ର ୩୩ ଜଣ କରେ । ନା ସଂକ୍ରମିତ ଙ୍କ ମୃତ୍ୟୁ ଘଟିଥିଲା।
ତେବେ ପ୍ରଶାସନ ସ୍ପଷ୍ଟ କଲେ ଏହା ଦ୍ଵିତୀୟ ଲହର କରେ। ନା ଆକ।ନ୍ତଙ୍କ ପ୍ରଥମ ମୃତ୍ୟୁ ହେବ ବୋଲି କୁହାଯାଉଛି ।

Leave a comment

Your email address will not be published. Required fields are marked *