#Exclusive

ଆଠଗଡ଼ ବି ଜେ ପି ତରଫରୁ ସ୍ୱର୍ଗତ ବାଜପେୟୀଙ୍କ ଜୟନ୍ତୀ ପାଳନ

ଶହେ କୋଟି ଜନମାନସର ଜନନାୟକ ତଥା ଭାରତ ବର୍ଷର ପ୍ରିୟ ପ୍ରଧାନମନ୍ତ୍ରୀ ଓ ଭାରତ ରତ୍ନରେ ବିଭୂଷିତ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମ ଦିବସ ଅବସରରେ କଟକ ଜିଲ୍ଲା ଆଠଗଡ଼ ବିଜେପି ପକ୍ଷରୁ ସ୍ଥାନୀୟ ଆଠଗଡ଼ ସ୍ଥିତ କାର୍ଯ୍ୟଳୟ ରେ ଜନ୍ମ ଦିବସ କୁ ଧୁମଧାମରେ ପାଳନ କରିଛନ୍ତି ଆଠଗଡ଼ ରେ ବ୍ରଜେନ୍ଦ୍ର ସେନା।ବିଜେପି ନେତା ବ୍ରଜେନ୍ଦ୍ର ରାୟ ଏହି ଜନ୍ମ ଦିବସରେ ପ୍ରତୁସରୁ ଆଠଗଡ଼ ଉପଖଣ୍ଡ ମେଡ଼ିକାଲ ରେ ଫଳ ବଣ୍ଟନ କରିବା ସହ ବିଜେପି କାର୍ଯ୍ୟାଳୟରେ ବାଜେପେୟୀ ଙ୍କ ଜନ୍ମ ଦିନକୁ ନିଜ ସହ କର୍ମୀ ମାନଙ୍କ ସହ ଧୁମଧାମରେ ପାଳନ କରିଥିଲେ। ବରିଷ୍ଠ ଆଇନଜୀବୀ ଅଦେଇତ ଚରଣ ପଣ୍ଡା,ପ୍ରକାଶ ସେଠି, ଜଗଦାନନ୍ଦ ତ୍ରିପାଠୀ,ନୂତନ ରାଉତ,ପ୍ରମୁଖ ଶତାଧିକ ବିଜେପି କର୍ମୀ ବାଜେପେୟୀ ଙ୍କୁ ମନେ ପକାଇ ଜନ୍ମ ଦିନରେ ଗୁଣଗାନ କରିବା ସହ ସ୍ମୃତି ଚାରଣ କରିଥିଲେ ।

Leave a comment

Your email address will not be published. Required fields are marked *