ଅମ୍ବାଲା ଏୟାର ବେଶରେ ପହଁଚିଲା ଫାୟାର ଫାଇଟର…

Udaya_Labanya | July 29, 2020 | 0

ଅମ୍ବାଲା,ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି,ଶେଷରେ ରାଫେଲ ବିମାନ ଫ୍ରାନ୍ସ ରୁ ଆସି ଭାରତର ଅମ୍ବାଲା ଏୟାର ବେଶ ରେ ପହଞ୍ଚିଛି, ଗତ ୨୭ ତାରିଖ ରୁ ଫ୍ରାନ୍ସ ରୁ ବାହାରିଥିବା ଏହି ଫାୟାର ଫାଇଟର ବିମାନ ସାତ ହଜାର କିଲୋମିଟର ଅତିକ୍ରମ କରିବା ପରେ ଆଜି ଅମ୍ବାଲା ଏୟାର ବେଶ ରେ ଲାଣ୍ଡିଙ୍ଗ କରିଛି,ପାଞ୍ଚଗୋଟି ରାଫେଲ ବିମାନ ଭାରତ ସୀମାରେ ପହଁଚି ବା ପରେ ସୁଖୋଇ ବିମାନ ରାଫେଲ ବିମାନ ଗୁଡିକୁ […]

ଆଠଗଡ ବସଷ୍ଟାଣ୍ଡ ମଡେଲ ବସଷ୍ଟାଣ୍ଡ ହେବାକୁ ଯାଉଛି,ଶୁଭ…

Udaya_Labanya | July 27, 2020 | 0

ଆଠଗଡ(ଉଲାପ୍ର)ଆଠଗଡ ବସଷ୍ଟାଣ୍ଡର ନବିକରଣ ପାଇଁ ଶୁଭ ପ୍ରଦାନ କରିଛନ୍ତି ଆଠଗଡ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସେ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଭୁବନେଶ୍ୱର ଲୋକସଭା ସଦନରୁ ଏହି ବସଷ୍ଟାଣ୍ଡର ପ୍ରଦାନ କରିଛନ୍ତି, ଏହି କାର୍ଯ୍ୟକ୍ରମ ରେ କଟକ ପୂର୍ତ୍ତବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ କୁମାର ଜେନା,ଆଠଗଡ ପୂର୍ତ୍ତବିଭାଗ ଏସଡିଓ ଜୟନ୍ତ ପ୍ରସାଦ ନାୟକ,ଜେଇ ପ୍ରଭାତ କୁମାର ବେହେରା,କଟକ ଜିଲା ପରିଷଦ ଉପାଧକ୍ଷ ସୁନୀଲ ପରିଡା,ଆଠଗଡ […]

ଆଠଗଡ ବ୍ଲକ ସମବାୟ ଦୁର୍ନୀତି ଉପରେ ଚାଷୀଙ୍କ…

Udaya_Labanya | July 15, 2020 | 0

ଆଠଗଡ,(ଉଲାପ୍ର)ଆଠଗଡ ବ୍ଲକ ସମବାୟ ଦୁର୍ନୀତିର ପରଦା ଫାସ ଉଦୟଲାବଣ୍ୟ କରିବା ପରେ ସମବାୟ ବିଭାଗ ତରଫରୁ ଛ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇ ଥିଲା,ଏ ସମ୍ପର୍କରେ ଚାଷୀଙ୍କ ତରଫରୁ ଆଜି ବଡ ପଦାଗାଁ ଠାରେ ସତ୍ୟବାଦୀ କ୍ଲବ ପରିସରରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଆଠଗଡ ଯୁବ ସଙ୍ଗଠକ ଅଭୟ ବାରିକ,ନରେନ୍ଦ୍ର ସେଠି,ଅମରେନ୍ଦ୍ର ରାଉତ,ପ୍ରତିମା ରାଉତ ପ୍ରମୁଖ ଚାଷୀମାନେ ଏକାଠି ହୋଇ ସାମ୍ବାଦିକ ସମିଳନୀ କରିଛନ୍ତି, ଯୋଉଥିରେ କୋଟିକୋଟି […]

ଧୂମପାନ ପରେ ଶରୀରକୁ ଯାଉଥିବା ନିକୋଟିନ୍‌କୁ ବାହାର…

admin | December 23, 2019 | 0

ତମାଖୁ ଶରୀର ପାଇଁ ହାନିକାରକ । ଏହି ସତର୍କତା ସିଗାରେଟ୍‌ ଖୋଳରେ ଲେଖାଥାଇ ମଧ୍ୟ ଲୋକମାନେ ଧୂମପାନକୁ ନିଜର ଅଭ୍ୟାସରେ ପରିଣତ କରୁଛନ୍ତି । ସବୁ ଜାଣି ସେମାନେ ନିଜକୁ ଅନେକ ଶାରୀରିକ ସମସ୍ୟା ଆଡ଼କୁ ଠେଲି ଦେଉଛନ୍ତି । ଧୂମପାନ କରିବା ସମୟରେ ସେଥିରୁ ବାହାରୁଥିବା ଧୂଆଁ ଜରିଆରେ ନିକୋଟିନ୍‌ ଫୁସ୍‌ଫୁସ୍‌ ଏବଂ ମସ୍ତିଷ୍କରେ ପ୍ରବେଶ କରିଥାଏ । ଯାହା ଧିରେ ଧିରେ ମଣିଷକୁ ନିଜ ଅଧିନକୁ ନେଇ ଆସିଥାଏ […]

ଘରଘର ବୁଲିଲେ ସ୍ୱଚ୍ଛ ସାଥି

admin | December 12, 2019 | 0

ଆଠଗଡ ସହରରେ ଆରମ୍ଭ ହେଲା ସ୍ୱଚ୍ଛ ସାଥି,ଆଠଗଡ ସହରରୁ ଅଳିଆ ଆବର୍ଜନା କୁ ଘରଘର ବୁଲି ସ୍ୱଚ୍ଛ ସାଥି ସାଥିରେ ସୁଇପର ମାନଙ୍କୁ ନେଇ ଏହି କାର୍ଯ୍ୟ କରୁଷହାନ୍ତି,ଆଠଗଡ ସହରରୁ ଅଳିଆ ଆବର୍ଜନା କୁ ଦୂର କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି, ଆଠଗଡ ସହରରେ ଗତଦୁଇ ମାସ ହେଲା ଏହି ସ୍ୱଚ୍ଛ ସାଥି ମାନଙ୍କୁ ନିଯୁକ୍ତି ଦିଆଯାଇଛି, ସେମାନେ ସକାଳ 6 ଟା ବେଳକୁ ସୁଇପର କୁ […]

ଆଠଗଡ ସାହିତ୍ୟ ସମାଜ ତରଫରୁ ମହାତ୍ମା ଗାନ୍ଧୀ…

admin | February 27, 2019 | 0

ଆଠଗଡ ସାହିତ୍ୟ ସମାଜ ତରଫରୁ ମହାତ୍ମା ଗାନ୍ଧୀ ଇଂରାଜୀ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,ସଭାପତି ପ୍ରାଣକୃଷ୍ଣ ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ପ୍ରଥମେ ସହିଦ ମାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା, ସମ୍ପାଦକ ଲଲାଟେନ୍ଦୁ ସେନାପତି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ଆୟ ବ୍ୟୟର ବିବରଣୀ ପ୍ରଦାନ କରିଥିଲେ,ଆଠଗଡ ସାହିତ୍ୟ ସମାଜ ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ସମାରୋହ ପାଳନ […]

ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଆଜି ଭୁବନେଶ୍ୱର…

admin | February 14, 2019 | 0

ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ଦୈନିକ ଓଡ଼ିଆ ସମ୍ବାଦପତ୍ର ସମ୍ବାଦ କେଶରୀ ତରଫରୁ ରାଜ୍ୟ ସ୍ତରୀୟ ସମ୍ମାନ ମୋତେ ପ୍ରଦାନ କରିଛନ୍ତି ପୂର୍ବତନ ଉପବାଚସ୍ପତି ତଥା ଯୋଜନା ବୋର୍ଡର ସଦସ୍ୟ ରାମଚନ୍ଦ୍ର ପଣ୍ଡା,ତାଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ନେତାର ସମ୍ପାଦକ ଜିମୁତ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ,ଦୀର୍ଘ 30 ବର୍ଷର ପରିଶ୍ରମର ଫଳ ଆଜି ମୋତେ ମିଳିଛି,ନିଷ୍ଠା ଓ […]

ଆସନ୍ତା ସୋମବାର ଦିନ ଘଣ୍ଟିଖାଲ ଫାଣ୍ଡି ମୁଖ୍ୟ…

admin | February 14, 2019 | 0

ସଫଳତା ସହଜେ ମିଳେନାହିଁ,ସଫଳତା ପାଇବାକୁ ହେଲେ ନିଷ୍ଠା,ଧର୍ଯ୍ୟ ଆଉ ସାହସ ଥିବା ଆବଶ୍ୟକ,ଯୋଉ ସାହସ ଓ ଧର୍ଯ୍ୟକୁ ନେଇ ଗତ 2006 ମସିହାରେ ଆଠଗଡ ଆରତୀ ଷ୍ଟିଲ ପ୍ଲାଣ୍ଟ ଭିତରେ ଥିବା ଘଣ୍ଟିଖାଲ ଫାଣ୍ଡିକୁ ପ୍ଲାଣ୍ଟ ଭିତରୁ ଉଠାଇବାକୁ ହାଇକୋର୍ଟ ରେ ଏକ ଜନ ସ୍ୱାର୍ଥ ମାମଲା ରୁଜୁ କରିଥିଲି,ପ୍ଲାଣ୍ଟ ଭିତରୁ ଫାଣ୍ଡି ଉଠାଇବା ପାଇଁ 6 ବର୍ଷ ଲାଗିଯାଇଛି ଓ ବହୁ ବିଳମ୍ବ ହେଲେ ମଧ୍ୟ ବିଲମ୍ବର ଫଳ ମିଠା […]

Archives

Categories