#Breaking News

ଅଣ୍ଡିରା ହାତୀ ଶାବକ ମୃତ

ଢେଙ୍କାନାଳ – ଢେଙ୍କାନାଳ ରେଞ୍ଜ ଅନ୍ତର୍ଗତ ଘଟିବିରି ଅଞ୍ଚଳରେ ଆଜି ଏକ ଅଣ୍ଡିରା ହାତୀ ଛୁଆ ମୃତ୍ୟୁ ବରଣ କରିଛି। ଏହି ଶାବକ ଦେଢ଼ ବର୍ଷ ରୁ ଦୁଇ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ପାଇଁ ହାତୀ ଶାବକ ର ଶବକୁ ଓ ୟୁ ଏ ଟି କୁ ପଠାଯାଇଛି। ପୋଷ୍ଟ ମଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ।

Leave a comment

Your email address will not be published. Required fields are marked *