#Breaking News

ମାଓ ଇଲ।କା କରୁକୁ ଡୁପା6ର ନୂତନପଞ୍ଚାୟତ କାର୍ଯ୍ୟାଳୟ ଉଦ୍‌ଘାଟିତ


ଫୁଲ ବାଣୀ- (ସୁନୀଲ ପଟନାୟକ) ପ୍ରାୟ ୩୫ ଲକ୍ଷ ଟଙ୍କ। ବ୍ୟୟରେ ମାଓ ଇଲାକା ଭାବେ ପରିଚିତ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କରୁକୁ ଡୁପା ପଞ୍ଚାୟତ 6ର ଅତ୍ୟାଧୁନିକ ଢ଼ାଞ୍ଚାରେ ନବନିର୍ମିତ କାର୍ଯ୍ୟାଳୟକୁ ମଙ୍ଗଳବାର ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ଶୁଭଉଦଘାଟନ କରିବା ସଙ୍ଗେସଙ୍ଗେ ଗ୍ରାମବାସୀଙ୍କ ଦୀର୍ଘଦିନର ଆଶା ଓ ଆକାକ୍ଷାଂ ପୁରଣ ହୋଇଥିବା କହିଥିଲେ । କୁରୁଡୁକୁ ପI ଗ୍ରାମ ଟି ମା ଓ ପ୍ରବଣ ଅଞ୍ଚଳ ଭାବେ ପରିଚିତ। ଦୁର୍ଗମ ପାହାଡିଆ ଅଞ୍ଚଳରେ ଗ୍ରାମଟି ରହିଥିବାରୁ ଗ୍ରାମବାସୀ ପୁ ର୍ବରୁପଞ୍ଚାୟତକୁ ଚାଉଳ କରେ । ସିନି, ଭତ୍ତା ଆଣିବା ସହ ସବୁ କାମ ପାଇଁ ଘାଟି ପା ହାଡ ଦେଇ ଚାଲି ଚାଲିବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଥିଲେ। ହେଲେଏବେ ନିଜ ଗ୍ରାମକୁ ନୂତନପଞ୍ଚାୟତ ଘୋଷଣା କରାଯିବା ସହ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇ ଥିବାରୁ ଗ୍ରାମବାସୀ ବେଶଖୁସୀ ବ୍ୟକ୍ତ କରିବା ସହବାଲିଗୁଡ଼ାବିଧାୟକ ଚକ୍ର ମଣି କହଁର,ଜିଲ୍ଲା ପ୍ରଶାସନ,ବ୍ଲକ ପ୍ରଶାସନ ଓ ସହକାରୀ ନିର୍ବାହୀଯନ୍ତ୍ରୀ ଇଂ କବିରାଜ ଦେହେରାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବର୍ତ୍ତମାନ ନିଜ ଗ୍ରାମରେ ହାତ ପାଆନ୍ତାରେ ସବୁ ସୁବିଧା ପାଉଥିବା କହିଛନ୍ତି ।
ଦୁର୍ଗମ ମାଓପ୍ରବଣ ଇଲ।କା ମଧ୍ୟରେ କମ ସମୟ ମଧ୍ୟରେ ଦୁଇ ମହଲା ବିଶିଷ୍ଟକାର୍ଯ୍ୟାଳୟ ନିର୍ମାଣ ଏତଟାସହଜସାଧ୍ୟ ନଥିଲା ବୋଲି ସହ କାରୀ ନିର୍ବାହୀଯନ୍ତ୍ରୀ କହିଛନ୍ତି ।
କନ୍ଧମାଳ ଜିଲ୍ଲାପାଳ ଡ଼ା ବୃନ୍ଦାଡ଼ିଙ୍କ ନିର୍ଦ୍ଦେଶକ୍ରମେ ସହ କ।ରି ନିର୍ବାହୀ ଯନ୍ତ୍ରୀ ଇଂ କବିରାଜ ବେହେ ର।ଙ୍କ ନିଷ୍ଠା ଓ ଆନ୍ତରିକତା ର ସହିତ ପ୍ରତ୍ୟକ୍ଷ ତତ୍ତ୍ଵା ବଧାନ ରେ ଏହି କାର୍ଯ୍ୟ ସମ୍ଭବ ହୋଇ ଥିଲା।
ସବୁଠୁ ଆଶ୍ଚର୍ଯ୍ୟର କଥା ଗ୍ରାମବାସୀ ସଂ ପୁକ୍ତ ଅଞ୍ଚଳରେ ଏଭଳି ସୁନ୍ଦର.ଆକର୍ଷଣୀୟ ଓ ମନଲୋଦ୍ଭାକୋଠ।ଘର ଦେଖିନଥିଲେ। ଫଳରେ ପଞ୍ଚାୟତ ଅଫିସ୍ ଦେଖିବା ଲାଗି ଆଜି ଦିନ ତମାମ ପିଲାଠୁ ବୁଢା ଯାଏଗହଳୀ ହୋଇଥିଲା ଆଉ କେହି କେହି କାର୍ଯ୍ୟାଳୟ ସମ୍ମୁଖରେ ଛିଡାହୋଇ ସେଲଫି ନେବା ମଧ୍ୟ ଦେଖାଯାଇଥିଲା ।
ଏହି ଉଦ୍‌ଘାଟନୀଅବସରରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲ୍ କ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର,ବିଡିଓ ରିନା ପ୍ରଧାନ,ସରପଞ୍ଚ ପୂକାରା ମାଝି, ସମିତି ସଭ୍ୟ। ରିଞ୍ଚ ମଳିକ, ନ।ଏବ ସରପଞ୍ଚ ସୁଦାମ ମାଝି, ସାଂସଦ ପ୍ରତିନିଧି ତଥା ଜଣାଶୁଣା ବିଜେଡି ନେତା ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *