#Breaking News

ଜରଡ଼ାରେ ହାତୀ ଉପଦ୍ରଵ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଂଚାୟତ ଜରଡ଼ା ଗାଁ ର ଗୁରୁବାରୀଆ ସ୍ୱାଇଁଙ୍କ ଘରେ ରାତିରେ ଘରେ ପଶି ପାଚେରୀ ଭାଙ୍ଗି କଦଳୀ ଗଛ ନଷ୍ଟ କରିଦେଇଛି!ଗାଁ ଲୋକ ସନ୍ଧ୍ୟା ହେଲେ ଭୟରେ ଘରୁ ବାହାରୁ ନାହାନ୍ତି!ଗାଁ ଲୋକ ହାତୀ ଘଉଡ଼ାଇବା ପାଇଁ ଦାବି କରିଛନ୍ତି!

Leave a comment

Your email address will not be published. Required fields are marked *