#Breaking News

ଫୁଲବାଣୀ ପ୍ରେସ କ୍ଲବ ରେ ସରସ୍ବତୀ ପୂଜା


ଫୁଲବାଣୀ (ସୁନୀଲ ପଟନାୟକ )
ଆଜି ପବିତ୍ର ସରସ୍ବତୀ ପୂଜା l ଏହି ଉପଲକ୍ଷେ ଫୁଲବାଣୀ ପ୍ରେସ କ୍ଲବ ଠାରେ ବିଦ୍ୟାଦାତ୍ରୀ ଶ୍ରୀ ଶ୍ରୀ ସରସ୍ବତୀ ପୂଜା ଆନନ୍ଦ ଉଲ୍ଲାସ ର ସହ ଅନୁଷ୍ଠିତ ହୋଇଥିଲାl
ଫୁଲବାଣୀ ପ୍ରେସ କ୍ଲବ ସଭାପତି ସୁନୀଲ ପଟ ନାୟକ କର୍ତ୍ତା ଭାବେ ଉପସ୍ଥିତ ରହି ନିଷ୍ଠା ର ସହ ପୂଜାର୍ଚନା କରିଥିଲେl
ପୂଜକ ପ୍ରମୋଦ କୁମାର ପତି ସୁଚାରୁରୂପେ ପୂଜା କାର୍ଯ୍ୟ ତୁଲାଇଥିଲେ l
ଏହି ଅବସର ରେ ପ୍ରେସ କ୍ଲବ କାର୍ଯ୍ୟକାରୀ ସଭାପତି ଅଶୋକ ପରିଡା, ଉପସଭାପତି ସୁନୀଲ ବିଶ୍ୱାଳ, ସତ୍ୟନାରାୟଣ ବେହେରା, ସମ୍ପାଦକ ପ୍ରଶାନ୍ତ ବେହେରା ଙ୍କ ସମେତ ସୂର୍ଯ୍ୟ ନାରାୟଣ ବେହେରା, ଆଦିତ୍ୟ ତ୍ରୀପାଠି, ରାଧାମହନମହାପାତ୍ର, ସନ୍ତୋଷ ଡିଗାଲ, ସୁଜିତ ବେହେରା, ଅଶୋକ ମହାନ୍ତି, ନାରାୟଣ ସାହୁ, ଗୋପାଳ କୃଷ୍ଣ ପଟନାୟକ, ବୈଦ୍ୟ ନାୟକ,
କା ନହୁ ଶତପଥି, ପ୍ରଶାନ୍ତ ଜେନା, ତ୍ରିନାଥ ସାହୁ, ପ୍ରଶାନ୍ତ ପଣ୍ଡା, ବ୍ରଜ ନନ୍ଦ, ବ୍ରଜନାୟକ, ଶିବାନନ୍ଦ ପଟନାୟକ, ବିଶ୍ୱରଂଜନ ସାମନ୍ତରାୟ, ସିପୁନ, ସଞ୍ଜୟ ପାତ୍ର, ଜୟ ସେନ ପରିଡା, ପ୍ରମୁଖ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l
କାହ୍ନl ପଟନାୟକ ଓ କାହ୍ନlବେହେରା,ସହସଂପାଦକ ରମେଶ ପ୍ରଧାନ ସୁନ୍ଦର ଭାବେ ସମସ୍ତ ସାଜ ସଜା ଓ ପରିଚାଳନା କରିଥିଲେ l
ପରେ ସମସ୍ତ ଙ୍କ ପାଇଁ ଅନ୍ନପ୍ରସାଦ ଵ୍ୟଵସ୍ଥା କରାଯାଇଥିଲା l

Leave a comment

Your email address will not be published. Required fields are marked *