#Breaking News

ସରଂ କ୍ଷିତ ଜଙ୍ଗଲ ରେ ନିଆଁ ଲଗାଉଥିବା ବେଳେ ଦୁଇ ଗିରଫ


ଫୁଲବାଣୀ 5/4(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫୁଲବା ଣୀଜଙ୍ଗଲ ବିଭାଗ ରେଞ୍ଜ ଅଧିନସ୍ତ ଖଜୁରିପଡା ବ୍ଲକ ଅନ୍ତର୍ଗତ ବଲସ କୁ ମ୍ପା ସରଂକ୍ଷିତ ଜଙ୍ଗଲ ଅଧିନସ୍ଥ ଗେଡ୍ରିପାଜୁ ଜଙ୍ଗଲ ରେ ଦୁଇ ଜଣ ବ୍ୟକ୍ତି ନିଆଁ ଲଗାଉଥିବା ବେଳେସୋମବାର ବନବିଭାଗ ର ପେଟ୍ରୋଲିଂ ଟିମ ଚଢ଼ାଉ କରି ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛିl
ଅଭିଯୁକ୍ତ ଦୁଇ ଜଣ ହେଲେ ଖଜୁରିପଡା ଥାନା ଅନ୍ତର୍ଗତ ବଡଭୁଇଁ ସିକେରିଖୋଲ ଗ୍ରାମର ଦୟାନିଧି କଁହର ,ଓ ଆଡାସିପଡା ଗ୍ରାମ ପଞ୍ଚାୟତ ର ଡମପିଡ଼ିଆ ଗ୍ରାମର ସୁବଳ କଁହର ବୋଲି ଜଣାପଡିଛି। ବିସିପଡା ସେକ୍ସନ ଫରେଷ୍ଟର ଆସିକ ଦିଗାଲ, ଙ୍କ ନେତୃତ୍ୱରେ ବଲସ କୁ ମ୍ପା ଫରେଷ୍ଟ ଗାର୍ଡ ପୁଷ୍ପାଞ୍ଜଳି ପାଢ଼ୀ,ବିସିପଡା ଫରେଷ୍ଟ ଗାର୍ଡ ସୂର୍ଯ୍ୟକାନ୍ତି ବେହେରା,ଫାୟାର ସ୍କ୍ୱାର୍ଡ ଅଜିତ କୁମାର ଦଳବେହେରା ଏବଂ ପ୍ଲାଣ୍ଟେସନ ୱାଚର ଚୈତନ୍ୟ ଭୋଇ ଚଢ଼ାଉ କରିଥିଲେ lପଚରା ଉଚୁରା ପରେ ବନ ବିଭାଗ ପକ୍ଷରୁ ଅଭିଯୁକ୍ତ ଦୁଇ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଫରେଷ୍ଟ ର ଆସିକ ଦିଗାଲ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l
ଜଙ୍ଗଲ କୁ ସୁରକ୍ଷା କରିବା ପାଇଁ ବନ ବିଭା ଗପକ୍ଷରୁ ବ୍ୟାପକ ସଚେତନତା କରାଯିବା ସହ ପେଟ୍ରୋଲିଙ୍ଗ କୁ କଡ଼ାକଡ଼ିକରଯାଇଥିବା ରେଞ୍ଜର ସଚ୍ଚିଦାନନ୍ଦ ସେଠି କହିଛନ୍ତି l

Leave a comment

Your email address will not be published. Required fields are marked *